ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ଦିବସ ପାଳିତ
ବରଗଡ଼/(ସତ୍ୟ ନାରାୟଣ ପ୍ରଧାନ)୧୬ ନଭେମ୍ବର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ଆୟୋଜିତ ହୋଇଯାଇଛି।’ମହାମାରୀରେ ଗଣ ମାଧ୍ୟମ:ଏକ ନୂତନ ଆହ୍ବାନ’ ଶିର୍ଷକ ଆଲୋଚନା ଚକ୍ର ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଅଧ୍ୟକ୍ଷତା କରିଥିଲେ।ଆଲୋଚନା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ ଯୋଗଦେଇ ଦେଶ ତଥା ଜାତିର ଉନ୍ନତି […]