ପିପୁଲସ ଫୋରମ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲାକୁ ତୁରନ୍ତ ରେଳ ସଂଯୋଗ କରିବା ଦାବିକରି କନ୍ଧମାଳ ଜ଼ିଲ୍ଲା ବାସି ଙ୍କ ପକ୍ଷରୁ ଫୋରମ ର ସଭାପତି ତଥା ସାମ୍ବାଦିକ ରାଧାମୋହନ ମହାପାତ୍ର ଦିଲ୍ଲୀ ଯାଇ ରେଳ ଭବନ ରେ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଦାବୀ କରିଥିଲେ l ଏ ନେଇ ଏକ ସ୍ମାରକ ପତ୍ର ମଧ୍ୟ ମହାପାତ୍ର ପ୍ରଦାନ କରିଛନ୍ତି lକନ୍ଧମାଳ ଏକ ଆଦିବାସୀ ବହୁଳ ଅନୁନ୍ନତ ଜ଼ିଲ୍ଲା lସ୍ୱାଧୀନତା ର 74ବର୍ଷ ପରେ ବି […]