ହିନ୍ଦୋଳ ଠାରେ ମହାମାରୀ ସଚେତନତା ଅଭିଯାନ ଅନୁଷ୍ଠିତ

ହିନ୍ଦୋଳ(ଉଲାପ୍ର)ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ନୂଆଗାଁ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ କରୋନା ମହାମାରୀ ତୃତୀୟ ଲହର କୁ ଦୃଷ୍ଟିରେ ରଖି ସମସ୍ତ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା, ତୃତୀୟ ଲହରୀ କୁ ଆମେ ହାଲୁକା ଭାବେ ନେବା ଉଚିତ୍ ନୁହେଁ ସବୁବେଳେ ଆମେ ସଚେତନ ରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିହାତି ଆବଶ୍ୟକ, ରାଜ୍ୟ […]

ଢେଙ୍କାନାଳ ରେ ଅଟୋ ଏକ୍ସ ପୋ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଦ୍ବାରା ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକ ଅଟୋ ଏକ୍ସପୋ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜୋନାଲ୍ ଅଫିସ, ଭୁବନେଶ୍ବରର ଡେପୁଟୀ ଜେନେରାଲ ମ୍ୟାନେଜର କୁନ୍ଦନ ଜ୍ଯୋତି ଉଦଘାଟନ କରିଥିଲେ। ଆଞ୍ଚଳିକ କାର୍ଯ୍ଯାଳୟ, ଅନୁଗୁଳର ଆଞ୍ଚଳିକ ପ୍ରବନ୍ଧକ ପ୍ରମୋଦ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଟୋ ଏକ୍ସପୋରେ ସାତଟି କାର୍ କମ୍ପାନୀର ଡିଲରମାନେ ଭାଗ ନେଇଛନ୍ତି ଓ ଏହା ଦୁଇଦିନ ବ୍ଯାପୀ ଚାଲୁ ରହିବ। ଏହି ଅବସରରେ ମୁଖ୍ଯ ଅତିଥି ଡିଜିଏମ […]

ଲାଞ୍ଚୁଆ ସେକ୍ସନ ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିଲେ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଆଇ ଟି ଡି ଏ ସେକ୍ସନ ଅଫିସର ବସନ୍ତ କୁମାର ପାଣି ଜଣେ ଠିକାଦାର ଙ୍କ ସି କୁ ରି ଟି ଟଙ୍କା ବିଲ ପାସ କରିଦେବା ଲାଗି ଛ ହଜ଼ାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି lପୂର୍ବରୁ ବିଲ ପାସ ପାଇଁ ଦୁଇ ହଜ଼ାରଟଙ୍କା ନେଇଥିବାବେଳେ ବୁଧବାର ବାକି ଛ ହଜ଼ାର ଟଙ୍କା ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି […]

ଦୁର୍ଗମ ଅଞ୍ଚଳରେ ଆଇନ ସଚେତନତା ଶିବୀର

ଫୁଲବାଣୀ-(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦୁର୍ଗମ ତଥା ମାଓ ଇଲାକା ଭାବରେ ପରିଚିତ ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଡ଼ଙ୍ଗା ବିଲାବାଡି ପଞ୍ଚାୟତରେ ଏକ ଆଇନ ସଚେତନଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପତଞଳୀ ସାହୁ ଯୋଗ ଦେଇ ଗରୀବ ଲୋକେ କିପରି ମାଗଣାରେଆଇନର ସହାୟତା ପାଇପାରିବେ ସେନେଇ ଲୋକଙ୍କୁ ବୁଝ।ଇଥିଲେ । ବିଭିନ୍ନ ସମୟରେ ଲୋକେ ଉଚିତ ଆଇନ ସେବା ନ ପାଇ ହଇରାଣ ହେଉଥି6ଲ।ସେମାନଙ୍କୁ ମହିଳା […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ମାସ ୦୪ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସକାର୍ତ୍ତିକ- କୃଷ୍ଣପକ୍ଷତିଥି- ଚତୁର୍ଦ୍ଦଶୀ ଦିବା ଘ ୦୬/୨୮ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟାନକ୍ଷତ୍ର- ଚିତ୍ରା ଦିବା ଘ୦୮/୩୯ ପର୍ଯ୍ୟନ୍ତ ତଦନ୍ତେ ସ୍ଵ।ତିଚନ୍ଦ୍ର- ତୁଳାଯୋଗ- ପ୍ରୀତିକରଣ – ଶକୁନିସୌରମାସ- ତୁଳା ୧୯ ଦିନଆଦ୍ୟ ଦୀପାବଳୀ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୨୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୦୧*✧═════•❁❀*ଯୋଗିନୀ ପଶ୍ଚିମେ ଦିବା ଘ ୦୬/୨୮ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ*ତୁଳା ଓ କୁମ୍ଭ ରାଶିର ଘାତବାରଅମାବାସ୍ୟା ର ସ।ମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ✧═════•❁❀❁•═══କାଳବେଳ ଓ ବାରବେଳ।- ଦିବା ଘ […]

ବିଶ୍ଵକର୍ମା ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଠାରେ ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ଥିଲେ। ବୈଠକରେ ବିଭିନ୍ନ ସମସ୍ୟା, ଅସମ୍ପୂର୍ଣ୍ଣ ଥିବା ଘରକୁ କିପରି ତୁରନ୍ତ ସମ୍ପୂର୍ଣ୍ଣ ହୋଇପାରିବ ଓ ଶ୍ରମିକ ମାନଙ୍କ ପଞ୍ଜିକରଣ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିଧାୟକ ଙ୍କ ସମେତ ଶ୍ରମିକ ସଂଘର ସଭାପତି ଭାଗିରଥି ଦଣ୍ଡିଆ, ସମ୍ପାଦକ […]

ପ୍ରମୋଦ କୁମାର ଷଡ଼ଙ୍ଗୀ ନୂତନ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧ ମାଳ ଜିଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ବିକାଶ କୁମାର ପ୍ରଧାନଙ୍କ ବଦଳୀ ହୋଇଛି। ଶ୍ରୀ ପ୍ରଧାନ ଏଠାରୁ ରିଲିଭ ହୋଇ ସମ୍ବଲପୁର ଜୋନର ତେପୁଟି ଡାଇରେକ୍ଟର ଭାବେ ଯୋଗଦେଇଛନ୍ତି।ପୂର୍ବରୁ ସରକାର ଶ୍ରୀ ପ୍ରଧାନଙ୍କୁ ପଦନ୍ନେ ।ତି ଦେଇଥିଲେ ମଧ୍ୟ ସେ ଏଠାରେ ଜିଲ୍ଲାଶିକ୍ଷା ଅଧିକାରୀ ଭାବରେ ଦାୟୀତ୍ଵ ତୁଲାଉଥିଲେ । ଫଳରେ ଏଠାକୁନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ପ୍ରମୋଦ କୁମାର ଷଡଙ୍ଗୀ କନ୍ଧମାଳ ଆସିବେ […]

ମାଟିଦୀପ ର ଚାହିଦା କମିବାରେ ଲାଗିଛି

ଫୁଲ ବାଣୀ(ସୁନୀଲ ପଟନାୟକ )କରେ । ନା ସଂକ୍ରମଣ ଯୋଗୁଁ ବର୍ଷାଧିକ କାଳ ମନ୍ଦିର ବନ୍ଦ ଆଉ ତ।ସାଙ୍ଗକୁ ସରକାରଙ୍କ ଦୀପାବଳୀ ଓ ବାଣଫୁଟାଇବା ଉପରେ କଟକଣା ଯୋଗୁଁ ଲୋକେ ଆଉ ଆଗପରି ମାଟି ଦୀପ କିଣୁ ନାହାନ୍ତି । ତା ସାଙ୍ଗକୁ ଲିଚୁ ଲାଇଟ ର ମଧ୍ୟ ଡିମାଣ୍ଡ ବଢୁଛି ।ଏପରି ସ୍ଥଳେ ମାଟିଦୀପ ତିଆରି କରି ଦୀପାବଳୀକୁ ଅନ।ଇଥିବା କୁମ୍ଭକାର ମାନେ ଏବେ ଚିନ୍ତାରେ ବସିଛନ୍ତି ।ଏବର୍ଷ କରେ । ନା ସଂକ୍ରମଣ କମିଯାଇଛି […]

ବରଗଡ ଜିଲ୍ଳାରେ ଅହେତୁକ ନିଶା କାରବାର ଉପରେ ଅଙ୍କୁଶ,ସାଧାରଣ ଜନତା, ପୋଲିସ ର ସୁରକ୍ଷା ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼(ଉଲାପ୍ର)ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ବେଳେ ବରଗଡ଼ ସହର ଓ ଅନ୍ୟ ବ୍ଲକରେ ନିଶା କାରବାର ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି । ଯୁବକ ମାନେ ମୁଖ୍ୟତଃ ଏହି ନିଶା ସେବନ ରେ ଗ୍ରାସ ହୋଇ ନିଜ ଜୀବନକୁ ଖରାପ କରିବା ସହ ପରିବାର ଓ ସମାଜ ଉପରେ ବିପଦ ସୃଷ୍ଟି କରୁଛନ୍ତି । ଏପରିକି ପୋଲିସ ମଧ୍ୟ ଏହାର ଆକ୍ରୋଶ ର ଶିକାର ହେଉଛନ୍ତି । ତେଣୁ […]

ବଜ ରଙ୍ଗ ଦଳ ପକ୍ଷରୁ ରକ୍ତ ଦାନ ଶିବିର

ଫୁଲବାଣୀ(ସୁନୀଲ ପଟନାୟକ )ନଭେମ୍ବର ୨ ତାରିଖ ପବିତ୍ର ହୁତାତ୍ମା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଟିକାବାଲି ବଜରଙ୍ଗ ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ,ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ Bଲକ୍ଷ୍ମୀକାନ୍ତ ନନ୍ଦ (ସହ ଗଞ୍ଜାମ ବିଭାଗ ସଙ୍ଘ ଚାଳକ rss) କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିବା ସହ ହୁତାତ୍ମା ସମ୍ବନ୍ଧରେ ମାର୍ଗଦର୍ଶନ କରାଇଥିଲେ , ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ସଭାପତି ମାନନୀୟ କାମଦେବ […]