କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ : ସମସ୍ୟା ସୃଷ୍ଟି କରୁଛି ରାସ୍ତା ଓ ଗମନାଗମନ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଅନେକ ଅଞ୍ଚଳ ଏବେ ମଧ୍ୟ ମ୍ୟାଲେରିଆ ପ୍ରବଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ଏ ଦିଗରେ ସଚେତନତା ସୃଷ୍ଟି କରିବା ସହିତ ରକ୍ତ ପରୀକ୍ଷା ଏବଂ ଔଷଧ ବଣ୍ଟନ ଓ ଡ଼ିଡ଼ିଟି ଛିଞ୍ଚନ ପାଇଁ ବିଭିନ୍ନ ବ୍ଳକ ସ୍ତରରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ଚାଲିଥିବା ବେଳେ ଏବେ ଅନେକ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ଗମନାଗମନ। ଜିଲାର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ […]