ଫୁଲବାଣୀ (ସୁନୀଲ ପଟନାୟକ )ଆଜି ପବିତ୍ର ଦଶହରା ପୂଜା ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲା ରେ ଶାନ୍ତି ଶୃଙ୍ଖଳା ରସହ କୋଭିଡ ଗାଇଡ଼ ଲାଇନ ମାନି ଅନୁଷ୍ଠିତ ହୋଇଛି lଫୁଲବାଣୀ ର ବିଦ୍ୟୁତବିଭାଗ, ମା ଦି କୁଣ୍ଡା ଛକ, ବସ ଷ୍ଟାଣ୍ଡ, ଆଦି ବିଭିନ୍ନ ସ୍ଥାନ ରେ ନିରାଡ଼ମ୍ବର ଭାବେ ରୀତି ନୀତି ପ୍ରକାରେ ପୂଜା ଅର୍ଚନା ହୋଇଥିବା ଦେଖିବାକୁମିଳିଥିଲା lପରଦା ଆଢ଼ୁ ଆଳ ରେ ଦେବୀ ଦୁର୍ଗା ପୂଜା ପାଇଥିଲେ l କେବଳ […]
କନ୍ଧମାଳ.(ସଞ୍ଜୟ କୁମାର ପାଣିଗ୍ରାହୀ): ଘର ଆଗରେ ଲାଗିଛି ଇନ୍ଦିରା ଆବାସ ଯୋଜନାର ଫଳକ । ଅଥଚ ହିତାଧିକାରୀ କହୁଛନ୍ତି ତାଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳିନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କହିବା ହେଲା, ମୁଁ ନୂଆରେ ଆସିଛି, ତେଣୁ କିଛି ଜାଣିନି । ଫୁଲବାଣୀ ବ୍ଲକ୍ କଟ୍ରିଙ୍ଗିଆ ପଞ୍ଚାୟତ କାତାକେରୀ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଢିପାସାହିରେ ରହୁଥିବା ପୀତବାସ କହଁର ଓ ନିତ୍ୟାନନ୍ଦ କହଁରଙ୍କ ଘର ଆଗରେ […]
ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ ବାଲିଗୁଡା,କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ ର ପଛପଟୁ ଧକ୍କାଦେଲା ବାଇକ ଆରୋହୀ, ଟାଉନର ସୁନାପାଙ୍ଗା ଠାରେ ଭାରସାମ୍ୟ ହରାଇ ବାଇକ ଓଡି-୧୨-ଏ -୬୫୭୩ ଟି ଟାଟା ମ୍ୟାଜିକ କୁ ପଛପଟୁ ଧକ୍କାଦେଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରଖମା ପାତ୍ର ସାହିର ମଙ୍ଗରାଜ ଘଡେଇ […]
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ବିଜୟାଦଶମୀ ପର୍ବ ପାଳିତ ହୋଇଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ କରାଯାଇ ନୂତନବସ୍ତ୍ର ପରିଧାନ ,ତୁଳସୀ ଓ ଫୁଲହାର ପରିଧାନ, ବଲହବ ଭୋଗ, 10.30 ବେଳେ ଖେଚୁଡ଼ି ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଭୋଗ, ସନ୍ଧ୍ୟାବେଳେ ଆଳତି ଓ ରାତ୍ରରେ ରାତ୍ରଧୂପ ଓ ପରିଶେଷରେ ପହଡ଼ ଲାଗି ହେବ । ପୂଜାପଣ୍ଡା ଭାଗିରଥି ପଣ୍ଡା, ପାଳିଆ ସେବକ ସଂବୁନାଥ ମହାପାତ୍ର ଓ ଜିମଦର ବସନ୍ତ ରଥ […]
Topic:(୧୫/୧୦/୨୦୨୧) ଆଜି ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗାଙ୍କର ଦଶହରା ରେ ବିଜୟାଦଶମୀ ପର୍ବ ପାଳିତ ହୋଇଯାଇଛି । ବିଜୟାଦଶମୀ ଥିବାରୁ ମାଙ୍କର ରାଜରାଜେଶ୍ୱରୀ ବେଶ କରାଯାଇଥିଲା ।ସକାଳେ ପଣା ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ସନ୍ଧ୍ୟାବେଳେ 108 ଆଳତି, ପଣା ଭୋଗ କରାଯାଇଥିଲା । ରାତ୍ରରେ ଖିରି ପୁଳି କାକରା ,ମିଠା ଆଦି ମାଙ୍କ ପାଖେ ଭୋଗ ଲାଗି କରାଯାଇଥିଲା ।ଆଜି ମା ଙ୍କର ପୂର୍ଣହୁତି ଉସ୍ଛବ ପାଳନ କରାଯାଇଛି […]
କାମାକ୍ଷାନଗର-ପରଜଙ୍ଗ ୫୮ ନିର୍ବାଚନ ମଣ୍ଡଳୀ କଣ୍ଟାପାଳ ଗ୍ରାମପଞ୍ଚାୟତର ୬ନଂ ଓ୍ବାର୍ଡର ଆଜି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏହି ମିଶ୍ରଣ ପର୍ବରେ ବିଜେପିରୁ ଆସି ୪୧ ଜଣ ସଦସ୍ୟ ବିଜେଡିରେ ମିଶିଲେ |ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳ ସଭାପତି କଣ୍ଟାପାଳ ଗ୍ରାମପଞ୍ଚାୟତ ଭ୍ରମରବର ଶାସମଲ ସମସ୍ତ ୪୧ଜଣ କର୍ମୀଙ୍କୁ ସ୍ବାଗତ କରିଥିଲେ |ଆଗାମି ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନରେ ବିଜେଡି କଣ୍ଟାପାଳ ପଞ୍ଚାୟତରେ କେମିତି ଭଲ ପର୍ଦଶନ କରିବ ତାଉପରେ ଆଲୋଚନା କରିଥିଲେ ,ଏବଂ […]
ଆଠଗଡ, ନବମୀ ତିଥିରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଆଠଗଡ଼ ଖଣ୍ଡ ତରଫରୁ ଗୋପୀନାଥପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ପ୍ରାଙ୍ଗଣରେ “ବିଜୟା ଦଶମୀ ଉତ୍ସବ”ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱୟଂସେବକମାନଙ୍କ ଦ୍ଵାରା ଶାରୀରିକ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ବ୍ୟାୟାମ ୟୋଗ, ସୂର୍ଯ୍ୟ ନମସ୍କାର ଇତ୍ୟାଦି । ପରେପରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ହୋଇଥିଲା ।ତତପଶ୍ଚାତ୍ ଆଠଗଡ଼ ଖଣ୍ଡ କାର୍ଯ୍ୟବାହ ତ୍ରୀଲୋଚନ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ସଂଘର ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ […]
ଢେଙ୍କାନାଳ,ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗାଙ୍କର ନବରାତ୍ରର ମହାନବମୀ ପୂଜା ଥିବାରୁ ମାଙ୍କୁ ମହିଷାସୁର ମର୍ଦ୍ଇନି ବେଶରେ ପୁଜାର୍ଚନା କରାଯାଇଥିଲା । ସକାଳେ ପଣା ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ସନ୍ଧ୍ୟାବେଳେ 108 ଆଳତି, ପଣା ଭୋଗ କରାଯାଇଥିଲା । ରାତ୍ରରେ ଖିରି ପୁଳି କାକରା ,ମିଠା ଆଦି ମାଙ୍କ ପାଖେ ଭୋଗ ଲାଗି କରାଯାଇଥିଲା ।ଆଜି ମା ଙ୍କର ପୂର୍ଣହୁତି ଉସ୍ଛବ ପାଳନ କରାଯାଇଛି ।
ଢେଙ୍କାନାଳ, ଗତ ଅଗଷ୍ଟ ୧୯ ତାରିଖରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତପାଳ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ୨ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ୫ ଟି ମାଗଜିନ, ୨୦ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ ଫୋନ ଓ ଦୁଇଟି ଭୁଜାଲି ଜବତ କରାଯାଇଛି। କୁଖ୍ୟାତ ହାତୀ କାଳିଆ ଗ୍ୟାଙ୍ଗର ଏହି ସଦସ୍ୟମାନେ ଘଟଣା ଦିନ ଢେଙ୍କାନାଳ ଓ କଟକ ଜିଲ୍ଲାର ୪ ଗୋଟି ପେଟ୍ରୋଲ ପମ୍ପ ଡକାୟତି କରିଥିଲେ।ଏହି […]