ଋଣ ସଂଯୋଗୀକରଣରେ ୮ କୋଟି ୩୮ ଲକ୍ଷ ଋଣ ପ୍ରଦାନ
ବରଗଡ଼ ୭/୧୦ ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପରେ ଲିଡ଼ ବ୍ୟାଙ୍କ ବରଗଡ଼ର ଆୟୋଜନ କ୍ରମେ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଲଡିଏମ ସୀତାରାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଋଣ ର ସୁବିନିୟୋଗ କରିବା ପାଇଁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ବିଡିଓ ବିଶ୍ୱନାଥ ସାହୁ ,ଡିପିଏମ ଶଙ୍କର ଚାଳନ,ଜିଏମଡିଆଇସି ଲକ୍ଷ୍ମୀଧର ସୁରେନ ,ଉପ ନିର୍ଦ୍ଦେଶକ ଟେକ୍ସଟାଇଲ ଏସ ଏନ ନାଗ […]