ଆନନ୍ଦପୁର କୁ ରେଳ ସଂଯୋଗ ପାଇଁ ରେଳମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ନୂଆଦିଲ୍ଲୀ(ଉଲାପ୍ର)ଆନନ୍ଦପୁର ସବଡିଭିଜନ କୁ ରେଲୱେ ଲାଇନ୍ ସଂଯୋଗ ଦାବୀରେ ନୂଆଦିଲ୍ଲୀ ରେଲ ଭବନ ରେ ଭାରତ ସରକାରଙ୍କ ରେଲ ମନ୍ତ୍ରୀ ଶ୍ରୀମାନ ଅଶ୍ବନୀ ବୈଷ୍ଣବ କୁଂ ବିଜେପି ନଦୀ ସୁରକ୍ଷା ସମିତି(ନମାମି ଗଙ୍ଗେ) ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବୀପତ୍ର ପ୍ରଦାନ କରିବା ସହିତ ଏବାବଦରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ସରକାରଙ୍କ ଜଳ ଶକ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀମାନ ବିଶେଶ୍ଵର ଟୁଡୁ କଂ ସମେତ ଓଡ଼ିଶା ହାଇକୋର୍ଟ ର […]