ମହିଳା ମହବିଦ୍ୟାଳୟ ବରପାଲି ଠାରେ ସ୍ୱାଗତୋତ୍ସବ

ବରଗଡ଼ ୨୪/୯(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀପାଲିସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ। ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାଧାରଣ ସଭାରେ କୋଭିଡ ନିୟମକୁ ମାନି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶ୍ଵମୋହନ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଜିତ କୁମାର ଛାତ୍ରିଆ ଯୋଗ ଦେଇଥିଲେ।ମହାବିଦ୍ୟାଳୟର ପ୍ରତିଷ୍ଠାତା […]

ଅଲମ୍ପିଆନ ପ୍ରମୋଦ ଭଗତ ଙ୍କୁ ସମ୍ବର୍ଦ୍ଧନା

ଭାରତର ଗର୍ବ ପାରାଲିମ୍ପିକ୍ସ୍ ରେ ସ୍ଵର୍ଣ୍ଣ ପଦକ ଜିତିଥିବା ଓଡିଶା ମାଟିର ପୁଅ ପ୍ରମୋଦ ଭଗତଙ୍କୁ ଏବିଭିପି ଓଡ଼ିଶା ରାଜ୍ୟ ସମ୍ପାଦକ ସୌଭାଗ୍ୟ ମୋହାନ୍ତି ଓ ଏବିଭିପି ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଅତାବିରା ନଗର୍ ଏବିଭିପି କାର୍ଯ୍ୟକର୍ତ୍ତା ନଗର ସହସମ୍ପାଦକ ଅଚ୍ୟୁତ ମାଝୀ,ନଗର ଏସ୍ ଏଫ୍ ଡି ପ୍ରମୁଖ ଅଶୋକ ଭୋଇ,ନଗର ଛାତ୍ରୀ କାର୍ଯ୍ୟକର୍ତ୍ତା ପ୍ରମୁଖ ଶାଲିନି ସ୍ୱାଇଁ କାର୍ତିକ ବେହେରା ରୋଷଣ ପ୍ରଧାନ ଅମର ସାହାଣୀ ସୁଶାନ୍ତ ବାଗ ଓଁମ […]

ବାଲିଗୁଡ଼ା: ଆଦିବାସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଓ ଫିଜ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅଶାନ୍ତ ତେଜିଲା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ର ସର୍ବ ପୁରାତନ ଆଦିବାସୀ ମହାବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ଥିବା ବେଳେ ଦିନକୁ ଦିନ ଫିଜ ବୃଦ୍ଧି ସାଙ୍ଗକୁ ମହାବିଦ୍ୟାଳୟ ର ପରିବେଶ ଓ ଶ୍ରେଣୀ କୋଠରୀ ଗୁଡ଼ିକ ଦିନକୁ ଦିନ ପୁରୁଣା ହେଉଥିବା ବେଳେ ମରାମତି ନ ହେବା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଜି ତାହା ଉଗ୍ର […]

ଦୀର୍ଘବର୍ଷ ଧରି ପାଉଣା ମିଳିଲା ନି ହିତାଧିକାରି ପଞ୍ଚାୟତ ଫାଟକ ତାଲା ପକାଇଲେ

ଫୁଲବାଣୀ-୨୩/୯ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫ ବର୍ଷ ହେଲା ପାଉଣାଗଣ୍ଡାକ ପାଇଁ ପଞ୍ଚାୟତକୁ ଦଉଡି ଦଉଡି ହତାଶ ହେବା ଫଳରେ ଶେଷରେ ଗୁରୁବାର ପଞ୍ଚାୟତକାର୍ଯ୍ୟାଳୟଫାଟକରେ ତାଲା ଠୁକି ବସିଲେ । ହିତ । ଧିକାରୀ ଜଣଙ୍କ ହେଉଛନ୍ତି ଦୁତିମେଣ୍ଡି ପଞ୍ଚାୟତର ଚନ୍ଦ୍ରଶେଖର କହଁର, ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଖଜୁରୀପଡ଼ା ବ୍ଲକ୍ ଦୁତିମେଣ୍ଡି ପଞ୍ଚାୟତରେ ।ତ।ଲା ପଡିବା ଫଳରେ ସରପଞ୍ଚ ଓ କର୍ମଚାରୀମାନେ ପଦାକୁ ଆସିପାରିଲେନି କିମ୍ବା କାମରେ ଆସିଥିବା ଲୋକେ ପଞ୍ଚାୟତ […]

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ସଂପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ସମ୍ପ୍ରତି କାରୋନା ସଂକ୍ରମଣ ଓ ସରକାରଙ୍କ କୋଭିଡ଼ – ୧୯ ନିୟମ ଅନୁପାଳନ ଓ ସତର୍କତା ଅବଲମ୍ବନ ପୂର୍ବକ ଚଳିତ ବର୍ଷ ମା ‘ ଗଜଲକ୍ଷ୍ମୀଙ୍କ ପୂଜା ନିରାଡମ୍ବର ଭାବେ ବିଦ୍ଧି ମୁତାବକ ପାଳନ କରାଯିବ । ପୂଜା ପ୍ରତିଷ୍ଠାନ ଗୁଡିକରେ ମା […]

ମଧୁସାହୁପାଟଣା ର GRS ବଦଳି ରୋକିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳର ସଦରବ୍ଲକ ଅନ୍ତର୍ଗତ ମଧୁସାହୁପାଟଣା ଗ୍ରାମପଂଚୟତର GRS ଙ୍କ ବଦଳି ରୋକିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ।ଉକ୍ତ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷ ନିଜର ସ୍ୱାର୍ଥ ହାସଲ ନ ହୋଇପାରିବାରୁ ରାଜନୈତିକ ଚାପ ପକାଇ GRS ଙ୍କର ଅନ୍ୟତ୍ର ବଦଳି କରାଇଦେଇଛନ୍ତି ।କିନ୍ତୁ ଗ୍ରାମବାସୀଙ୍କର କହିବା ଅନୁଯାୟୀ GRS ଜଣଙ୍କ ଜଣେ ଭଦ୍ର, ସରଳ, ଗରିବ ମାନଙ୍କର ସାହାଯ୍ୟ କାରି ବ୍ୟକ୍ତି ଅଟନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହିଭଳି ଭାବେ […]

ପ୍ରଧାନମନ୍ତ୍ରୀ ଆବାସ ଘର ଠିକ ଭାବେ ଦିଆଯାଉଛି କି ନାହିଁ ତଦନ୍ତ କରିବା ପାଇଁ ଆଠଗଡ ସହରରେ ଡୁଡ଼ା ଟିମ

ଆଠଗଡ(ଉଲାପ୍ର)ଆଠଗଡ ସହରରେ ଭୂମି ହୀନ ମାନଙ୍କୁ ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ପ୍ରଦାନ କରାଯାଉଛି କି ନାହିଁ ତାକୁ ଦେଖିବା ପାଇଁ ଆଠଗଡ ସହରରେ ପହଞ୍ଚି ଥିଲେ ସହରାଞ୍ଚଳ ବିଭାଗ ଦ୍ଵାରା ପରିଚାଳିତ ଡୁଡା ଟିମ ର ସଦସ୍ୟ ମାନେ,ଆଜି ମଧ୍ୟାନ ରେ ଡୁଡା ଟିମ ର ପ୍ରକଳ୍ପ ନିର୍ଦେଶକ ଅକ୍ଷୟ ମିଶ୍ରଙ୍କ ସହିତ ଏକ ଟିମ ଆଠଗଡ କୁ ଆସି ସହରାଞ୍ଚଳ ବିଭାଗ କର୍ମକର୍ତାଙ୍କ ସହିତ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ […]

ଗାଁ ମାଟି ଅତାବିରା ରେ ପ୍ରମୋଦ ଭଗତ ଙ୍କୁ ଭବ୍ୟ ସ୍ୱାଗତ

ଵରଗଡ଼,ପାରା ଅଲମ୍ପିକ ବ୍ୟାଟମିଣ୍ଟନରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭାଗତଙ୍କୁ ଗାଁ ମାଟି ଅତବିରାଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅତାବିରା ନାଗରିକ କମିଟି ତରଫରୁ ବରଗଡ଼ ଜିଲ୍ଲା ର ପ୍ରବେଶ ଦ୍ଵାର ଗୋଡଭଗା ରେ ସ୍ୱାଗତ କରାଯିବା ସହ ଏକ ସୁସଜ୍ଜିତ ଗାଡ଼ିରେ ପାଛୋଟି ଅଣା ଯାଇଥିଲା । ଗୋଡ଼ଭଗାରୁ ଅତାବିରା ପର୍ଯ୍ୟନ୍ତ ରାସ୍ତାରେ ଵିଭିନ୍ନ ସଂଗଠନ ସମେତ ସ୍କୁଲ କଲେଜର ଛାତ୍ରଛାତ୍ରୀ ସୁନାପୁଅ ପ୍ରମୋଦ ଭଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏ […]

ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳ ୟ ରେ ଛାତ୍ର ତାଲା ଠୁଙ୍କିଲେ

ଫୁଲବାଣୀ -21//9(ସୁନୀଲ ପଟନାୟକ )ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମଙ୍ଗଳ ବାର ମହାବିଦ୍ୟାଳୟ ସମ୍ମୁଖରେ ଭି କ୍ଷୋ ଭ ପ୍ରଦର୍ଶନ କରିବା ସହ ଗେଟ ସମ୍ମୁଖରେ ତାଲା ଠୁଙ୍କି ଦେଇଛନ୍ତି lସେମାନଙ୍କ ଦାବୀ ଗୁଡିକ ହେଲା ଆଡିମିଶନ ଫୀ କମାଇବା, ପାନୀୟ ଜଳ ସମସ୍ୟା, ଅଧ୍ୟାପକ, ଓ ଅଧ୍ୟକ୍ଷ ପଦ ଦୀର୍ଘ ଦିନ ଧରି ଖାଲି ପଡିବା ପଦବୀ ପୂରଣ କରିବା, ଆଦି ଦାବୀ ଅନ୍ତର ଭୁକ୍ତlମହାବିଦ୍ୟାଳୟ ର […]