ବିପ୍ଲବୀ ସାରଂଗଧରଙ୍କ ପ୍ରତିମୂର୍ତ୍ତିରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହରର ବଳଦେବଜୀଉ ମନ୍ଦିର ନିକଟରେ ସ୍ଥାପିତ ହୋଇଥିବା ସାରଂଗଧର ଙ୍କର ପ୍ରତିମୂର୍ତ୍ତିରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ତରଫରୁ ତାଙ୍କ ତିରୋଧାନ ଦିବସ ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ବିପ୍ଲବୀ ସାରଂଗଧର ଦାସ ଅନ୍ଧାରିମୂଲକ ଶୋଷିତ ପ୍ରଜାମାନଙ୍କର ପ୍ରାଣକର୍ତ୍ତା ତଥା ଗଡ଼ଜାତ ଗାନ୍ଧୀ ରୂପେ ପରିଚିତ ହୋଇଥିଲେ । 1886 ମସିହାରେ ଢେଙ୍କାନାଳ ସହରର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସଂଗ୍ରାମୀ ସାରଂଗଧର ଦାସ ଙ୍କୁ ଢେଙ୍କାନାଳବାସୀ ତଥା ପ୍ରଶାସନ ତରଫରୁ ଉଚିତ ସଂମାନ […]