ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ କାଳୁ ଦଳ ବେହେରା ଙ୍କ ପର ଲୋକ
ଫୁଲବାଣୀ -16/9(ସୁନୀଲ ପଟନାୟକ )ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟ କାଳୁ ଚରଣ ଦଳବେହେରା ଙ୍କ ଗୁରୁବାର ମୃତ୍ଯୁ ହୋଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁ ୫ ୭ ବର୍ଷ ହୋଇଥିଲା lସେ ଦୀର୍ଘ ଦିନ ଧରି କିଡ଼ନୀ ଜନିତ ରୋଗ ରେ ପୀଡିତ ଥିଲେ lସେ ୧ ୯୯0ରୁ ୯୫ ମସିହା ଯାଏ ଜିଲା ପରିଷଦ ସଭ୍ୟ ରହି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ lତାଙ୍କ ପୁଅ ଅଭି ଶେଖ ଦଳ ବେହେରା […]