ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ବାର୍ଷିକ ବନ୍ଧୁମିଳନ

ବରଗଡ଼-୧୩/୯ ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ଛାତ୍ରମାନଙ୍କ ନୁଆଁଖାଇ ଉପଲକ୍ଷେ ବାର୍ଷିକ ବନ୍ଧୁମିଳନ ଲରମ୍ଭା ମହାବିଦ୍ୟାଳୟସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ କରାଯାଇଆସୁଅଛି । ଉକ୍ତ ବନ୍ଧୁମିଳନରେ ରାକେଶ କୁମାର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଦିବଂଗତ ବନ୍ଧୁ ମାନସ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହା ପରେ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ ପାଇଁ ସହଯୋଗ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ […]

ଅର୍ଥାଭାବ ଯୋଗୁ ନୂଆଁଖାଇ ପାଳିବାରୁ ବଂଚିତ ହେଲେ ଗୋୖରୀ ସୁନା

ବରଗଡ଼: ନିମିଶକେ ବଦଳି ଯାଏ ଜୀବନ ର ଦିଗ, ହସ ଖୁସିରେ କଟୁଥିବା ଦିନ ହଠାତ ଦୁଃଖ ଭରା ହୋଇଯାଏ ଏପରି ଏକ ଘଟଣା ଘଟିଛି ଗୌରୀ ସୁନା ଙ୍କ ସହ । ଗତ ୨୬.୦୭.୨୦୨୧ ଶନିବାର ଦିନ ର ଘଟଣା ବରଗଡ଼ ସଦର ତୋରା ପଞ୍ଚାୟତ ଅନ୍ତର୍ଗତ ନୂଆଖୁଲି ର ବସିନ୍ଧା ଗୋୖରୀ ସୁନା, ବୟସ ୫୦ ବର୍ଷ । ପୌର ପରିଷଦ ର ଜଣେ ସୁଇପର ଠିକା ଶ୍ରମିକ ଭାବେ କାମ କରନ୍ତି । […]

ପରବାସିସମାଜସେବାସମ୍ମାନ_୨୦୨୧ ରେ ସମ୍ମାନିତ ହେଲା ନିଷ୍ଠା ପରିବାର

…………………. ବରଗଡ଼ ୧୩/୯ ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମହାନ ଗଣପର୍ବ ” ନୂଆଁଖାଇ ” ଅବସରରେ ‘ପରବାସି କୁଟୁମ୍” ବିଜେପୁର ଦ୍ବାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ର ଅଗ୍ରଣୀ ସମାଜ ସେବୀ ସଂଗଠନ “ନିଷ୍ଠା ପରିବାର ” କୁ ରକ୍ତଦାନ , ରୋଗୀ ସେବା, ଅସହାୟ ବ୍ୟକ୍ତି ବିଶେଷଂକ ସେବା, କୋଭିଡ ରୋଗୀଂକର ଶବ ସତ୍କାର , ଅସହାୟଂକ ଥଇଥାନ ଆଦି ସେବା ପାଇଁ ” ପରବାସି ସମାଜସେବା […]

ଦିଶା’ ର ତୃତୀୟ ବୈଠକ

‘ବରଗଡ଼ ୧୩/୯(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାର ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା ସମିତି ‘ଦିଶା’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ର […]

ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳରେ ଲଗାଣ ବର୍ଷା ଜାରୀ , ନଦୀ ଖଣ୍ଡି ସାହି ଡ଼୍ୟାମ ଉପରେ ୨ ଫୁଟ ଉଚ୍ଚାରେ ବନ୍ୟାଜଳ ପ୍ରବାହିତ ,ଡ଼ାକ ପାଲ ଓ ଦାମିଙ୍ଗା ବିଛିନ୍ନ, ପ୍ରଶାସନରସ୍କୁଲ ଛୁଟି ଘୋଷଣା

ଫୁଲବାଣୀ- ୧୩/୯(ସୁନୀଲପଟନାୟକ)ବୋଙ୍ଗ ପ ସାଗର ରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବାପରେ ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କାଲିଠୁ ଲଗାଣ ବର୍ଷା ଜାରୀ ରହିଛି । ଫଳରେ ଫୁଲ ବାଣୀ ସହ ର ଦେଇ ପ୍ରବାହିତ ପିଲା ସାଲ କୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେବ। ଫଳରେ ନଦୀ ଖଣ୍ଡି ସାହିଠାରେ ଥିବା ଡ୍ୟାମ ଉପରେ ୨ ଫୁଟ ରୁ ଉର୍ଦ୍ଧ୍ଵ ଉଚ୍ଚାରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ […]

ତୁମୁଡିବନ୍ଧ ବ୍ଲକ ରେ ବିଡିଓ – ଅଧ୍ଯକ୍ଷଙ୍କ ମଧ୍ୟରେ ବିବାଦ !ଉନ୍ନୟନ କାର୍ଯ୍ୟ ଠପ

ଫୁଲ ବାଣୀ-୧୩/୯ କନ୍ଧମାଳ ଜିଲ୍ଲାର ମାଓ ଅଞ୍ଚଳରେ ଥିବା ତୁମୁଡିବନ୍ଧ ବ୍ଲକ ରେ ଉନ୍ନୟନ୍ନ କମ ରାଜନିତୀ ଯୋର ହେଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ୩/୪ ମାସ ରହିଛି । ପଦପଦବୀରେ ଥିବା ଲୋକପ୍ରତିନିଧିମାନେ ଆଉ ବିଜୟୀ ହେବେ କି ନାହିଁ ଏବେଠୁ କହିବା ମୁସ୍କିଲ । ଏଣୁ, ଔଷଧ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟରେ ଯେ କୌଣସି ପ୍ରକାରେ ବ୍ଲକ ଓ ପଂଚାୟତ ଅର୍ଥ ଖର୍ଚ କରି ନିଜ ଲୋକକୁ […]

ପାର୍କ କାମ ନିମ୍ନ ମlନର ଅଭିଯୋଗ ପଥର ପେଚିଙ୍ଗ ଭୁଶୁ ଡ଼ିଲା, ତଦନ୍ତ ଦାବୀ

ଫୁଲବାଣୀ -13/9(ସୁନୀଲ ପଟନାୟକ )ଫୁରୁସତ ସମୟରେ ଫୁଲବାଣୀ ସହର ବାସି ଙ୍କ ମନ ଫୁର୍ତି ପାଇଁବଜ଼ାର ରେ ଥିବା ବଡ଼ବନ୍ଧ ର ଉନ୍ନତି କରଣ କରିବା ସହ ଚାରିପଟେ ଫୂଟ ପାଥ କରାଯିବ ସହ ସୌନ୍ଦର୍ଯ୍ୟ କରଣ କରାଯାଉଛି lତେବେ ଏହାର ନିର୍ମାଣ କାମ ଅତ୍ୟନ୍ତ ନିମ୍ନ ମାନର ଅଭିଯୋଗ ହେଊଛିl ବନ୍ଧ ର ପଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକ ଭାବେ ହୋଇନଥିବା ବେଳେ ଚାରି ପଟେ ସିମେଣ୍ଟ ଦେଇପଥର ପେଚିଙ୍ଗ କାମ ହେଉଛି lହେଲେଏହି […]

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ଶହ ବର୍ଷର ଜଗନ୍ନାଥ ମନ୍ଦିର

ଫୁଲବାଣୀ ( ସୁନୀଲ ପଟନାୟକ )ଗତ କାଲି ଠୁଫୁଲବାଣୀ ସମେତ ସମଗ୍ର ଜ଼ିଲ୍ଲା ରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି lଲଗାଣ ବର୍ଷାରେ ସୋମବାର ଭାଙ୍ଗିଲା ସରଙ୍ଗଡ଼ ରେ ଥିବା ଷୋଳ ମୁଠାର ର ଜଗନ୍ନାଥ ମନ୍ଦିର lଜମିଦାର ଶାସନ ଅମଳର ଶହ ଶହ ବର୍ଷର ଜଗନ୍ନାଥ ମନ୍ଦିରର ଗର୍ଭଗୃହ ଭାଙ୍ଗି ନଷ୍ଟ ହୋଇଛି lରାତିଠାରୁ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳୁ ମନ୍ଦିର ଟି ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡିଛିlଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୧୩ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-ଶୁକ୍ଳପକ୍ଷତିଥି-ସପ୍ତମୀ ଦିବା ଘ୦୩/୨୩ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର- ଅନୁରାଧା ଦିବା ଘ୦୯/୧୩ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର-ବିଛାଯୋଗ-ବିଷ୍କୁମ୍ଭକରଣ – ବାଣିଜ୍ୟସୌରମାସ-ସିଂହ ୨୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୧୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୮*✧═════•❁❀*ଯୋଗିନୀ ବୟବ୍ୟେ ଦିବା ଘ୦୩/୨୩ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ*ମିଥୁନ ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୯ ଗତେ ଘ୦୮/୪୦ ମଧ୍ୟେବାରବେଳ।- ଦିବା ଘ୦୨/୪୫ ଗତେ ଘ୦୪/୧୮ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୮ […]