ବୋହୁକୁ ଘରେ ପୁରାଇ ଲେନି ଶାଶୁ, ଫୁଲବାଣୀ ଅମଲାପଡ଼ା ସାହିରେ ଉତେଜନା
..ଫୁଲ ବାଣୀ- (ସୁନୀଲ ପଟନାୟକ) ବୋହୁ ଯାଇଥିଲେ ବାପ ଘର।ବାପ ଘର ତାଙ୍କର ହିଞ୍ଜିଳିକାଟୁ,I ସେଠାରୁ ବୋହୁ ନିଜ ୭ବର୍ଷ ଝିଅକୁ ନେଇ ଫୁଲବାଣୀ ଅମଲାପଡ଼ାସ୍ଥିତ ଶାଶୁଘରକୁ ଆସିବାବେଳେ ଶାଶୁ ବୋହୁ କୁ ଘରେ ନ ପୁରାଇ ତଡିଦେଇଥିଲେ ଓତାଲା ଠୁକି ଅନ୍ୟତ୍ର ଚାଲିଯାଇଥିଲେ । ଫଳ ରେ ବୋହୁ ୭ ବର୍ଷର ଝିଅ କୁ ଧରିଅସହାୟ ଅବସ୍ଥାରେ ଘର ସମ୍ମୁଖରେ ବସିରହିଥଲୋଏହା ଦେଖି ସାହିରେ ଥିବା ଏସଏଚଜି ଗୁପର ମହିଳାମାନେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଖବରପାଇ […]