ନିୟମଭଲଙ୍ଘନ କରି ଭୋଜି ରାନ୍ଧି ୧୦ ହଜାର ତଣ୍ଡଗଣିଲେ
ଫୁଲ ବାଣୀ ,-(ସୁନୀଲପଟନାୟକ)ପୁଣି ସରକାରୀ ନିୟମ ଉଲଙ୍ଘନ କରି ବିବାହ ଉତ୍ସବ କରିଭୋଜି ରାନ୍ଧି ଶେଷରେ ୧୦ ହଜାର ଟଙ୍କା ତଣ୍ଡ ଗଣିଛୁନ୍ତି ଗୃହକର୍ତା ।ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ପର୍ତ୍ତମାହା ପଞ୍ଚାୟତର କଟା ବାଡ଼ି ଗ୍ରାମରେ।କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେବିନା ଅନୁମତିରେ ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଦାରିଙ୍ଗବାଡି ତହସିଲଦାର […]