ବାଲିଗୁଡା: ଜି.ଉଦୟଗିରି ତହସିଲରେ ଗଡିଲା ରାଜସ୍ୱ ରଥ:
ବାଲିଗୁଡା,୨୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ତହସିଲରେ ସୋମବାରଠାରୁ ଗଡିବା ଆରମ୍ଭ ହୋଇଛି ରାଜସ୍ୱ ରଥ। ଏହି କରୋନା ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ସେମାନଙ୍କୁ ନିଜ ଘରେ ରାଜସ୍ୱ ସେବା ଯୋଗାଇଦେବା ନିମନ୍ତେ ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦଲାଲ ବା ମଧ୍ୟସ୍ଥତା ବନ୍ଦ ହେବା ଏହାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ରେ ତହସିଲଦାର ଜନ୍ମେଜୟ ସାହୁ, ରାଜସ୍ବ […]