କନ୍ଧମାଳ — ଫୁଲବାଣୀରୁ ୧୩ ଓ ଜିଲ୍ଲାରୁ ୧୦୦ନୁତନ କରୋନା ପଜିଟିଭ ଚିହ୍ନଟ
ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ଆଜି ଶୁକ୍ରବାର ୧୦୦ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୩ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ାରୁ ୪.ଇରି ଗେସନ କଲୋନୀ ୩,ଏମଆଇ କଲୋନୀ ୩,ଜିଲା ସଦରମହକୁମା ଡାକ୍ତରଖାନାରୁ ଜଣେ, ଅମଲା ପଡ଼ା ୧,ଓଟେଲିକମ କଲୋନୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଶୁକ୍ରବାର ଜିଲ୍ଲାର […]