ବାଲିଗୁଡା: କରୋନା ଆକ୍ରାନ୍ତ ଦିବ୍ୟାଙ୍ଗ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇଲେ ଡାକ୍ତର
ଡାକ୍ତରଖାନା ସଙ୍ଗୋରୋଧରେ ରହିଲେ ମା’ ଓ ନବଜାତକବାଲିଗୁଡା,୧୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ଜଣେ କରୋନା ଆକ୍ରାନ୍ତ ଦିବ୍ୟାଙ୍ଗ ଗର୍ଭବତୀ ମହିଳାଙ୍କୁ ସଫଳତାର ସହ ପ୍ରସବ କରାଇଛନ୍ତି ଡାକ୍ତର। ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରିଛନ୍ତି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଶାନ୍ତ ନାୟକ ଓ ତାଙ୍କ ସହଯୋଗୀମାନେ। ଡାକ୍ତର ନାୟକଙ୍କ ସୂଚନା ଅନୁସାରେ ଉଭୟ ମା ଓ ନବଜାତକ ସୁସ୍ଥ ଅଛନ୍ତି, ତେବେ ନବଜାତକ […]