କାଠ ଚୋର ଙ୍କୁ ଧରିବାରେ ଜଙ୍ଗଲ ବିଭାଗ ବିଫଳ

ନରସିଂହପୁର (ଉ ଲା ପ୍ର) ନରସିଂହପୁର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ଫରେଷ୍ଟ ରେଞ୍ଜ ରୁ କ୍ରମାଗତ ମୂଲ୍ୟବାନ ଶାଳ, ପିଆଶାଳ ଓ ଶାଗୁଆନ ଚୋରି ହେବାରେ ଲାଗିଛି ।ନିକଟରେ ଇନ୍ଦ୍ରଭୁବନ ତଳୁ ଜଣଙ୍କ ଘରୋଇ ବଗିଚାରୁ ୧୦ଟି ମୂଲ୍ୟବାନ ଗଛ ରାତି ଅଧରେ ମେସିନ ଯୋଗେ କାଟି ଚୋରି କରି ନେଇଛନ୍ତି ।ଏହି ଜାଗାଟି ନରସିଂହପୁର ଫରେଷ୍ଟ ଅଫିସ ଠାରୁ ମାତ୍ର ୫୦୦ମିଟର ଦୂରରେ ଅବସ୍ଥିତ । ପୂର୍ବାଞ୍ଚଳ ଓ ପଶ୍ଚିମ ରେଞ୍ଜରେ ସ୍ଥାନୀୟ କର୍ମଚାରୀ ଥିବାରୁ […]

କାନାଡା ବ୍ୟାଙ୍କ ରେ କୋଭିଡ଼ ନିୟମ ଉଲଘଂନ

ନରସିଂହପୁର (ଉ ଲା ପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି କାନାଡ଼ା ବ୍ୟାଙ୍କ ଶାଖାରେ ସମ୍ପୂର୍ଣ କୋଭିଡ଼ ନିୟମ ଉଲଘଂନ ହେଉଅଛି । ଏଥିରେ ଗ୍ରାହକ ଙ୍କ ପାଇଁ ସାମାଜିକ ଦୂରୁତ୍ୱ ରକ୍ଷା କରିବା ନିମନ୍ତେ କୌଣସି ସୂଚନା ଫଳକ ନାହିଁ । କାଳିଆ ଟଙ୍କା ନିମନ୍ତେ ପ୍ରତିଦିନ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।

ବସୁଧା ଯୋଜନା ଫେଲ… କେବେ କାର୍ଯ୍ୟକ୍ଷମ ହେବ ପାନୀୟ ଜଳ ପ୍ରକଳ୍ପ ?

ଫୁଲ ବାଣୀ-( ସୁନୀଲ ପଟନାୟକ ) ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ହାତ ପାଆନ୍ତାରେ ସ୍ୱଛ ପାନୀୟ ଜଳ ଯୋଗାଇ ଦେବାପାଇଁ ବସୁଧା ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି ।ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳା, ଦାୟିତ୍ଵହୀନତା,ଯୋଗୁଁ ବର୍ଷ ବର୍ଷ ଧରି ବସୂଧା ଯୋଜନା ପ୍ରକଳ୍ପ ଅଧାପନୁରିଆ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳଥିବାବେଳେ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହୋଇପଡିଥିବା […]

ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ ଭାରତ ଫାଇନାନ୍ସ ଅଫିସ ସିଲ

ଫୁଲବାଣୀ-( ସୁନୀଲ ପଟନାୟକ) ସରକାରଙ୍କ ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ବ୍ୟବସାୟ ଚଳାଇବା ସହ ଗାଁକୁ ଗାଁ ବୁଲି ଏହି ବେସର କାରିଫାଇନାନସ କଂପାନୀରଣ ଟଙ୍କା ଲୋକଙ୍କଠାରୁ ଯୋର ଜୁଲମ କରି ଆଦାୟ କରିବା ଅଭିଯୋଗ ହୋଇଥିଲା ।.ତାହା ସହ ସାମାଜିକ ଦୁରତ।ମଧ୍ୟ ନରଖି ବ୍ୟବସାୟୀକ କ।ରବାର ଚଳାଇ ଆସୁଥିଲ। । ଏ ସଂପର୍କରେ ଅଭିଯୋଗ ହେବା ପରେ ରାଇକିଆରଅତିରିକ୍ତ ତହସିଲଦାର ଅକ୍ଷୟ ଟୁଡ଼ୁ, ବିଡିଓ ପ୍ରବୀଣ କୁମାର ବାଣୁଆ ଓ ଥାନା ଅଧିକାରି […]

କରୋନାରୁ ସୁସ୍ଥ ହୋଇଘରକୁ ଫେରିଲେ ୮୩ ବର୍ଷୀୟ ବ୍ୟକ୍ତି । ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା

ଫୁଲ ବାଣୀ- (ସୁନୀଲ ପଟନାୟକ) କରେ । ନାର ଦ୍ଵିତିୟ ଲହର ବେଶ ପ୍ରଭାବଶାଳୀ ଓ ଆତଙ୍କ ଖେଳାଇ ଥିବା ବେଳେ ଦୃଢ ମନୋବଳ ସଙ୍ଗକୁ ସକ।ରାତ୍ମକ ଭାବନା ଦ୍ଵାରା କରେ । ନ।କୁ ହରାଇ ବାରେ ସଫଳ ହୋଇଛନ୍ତି ବାଲିଗୁଡା ଅଞ୍ଚଳର ୮୩ ବର୍ଷୀୟ ବୟସ୍କ ବ୍ୟକ୍ତି ଶ୍ୟାମଘନପଣ୍ଡା। ସେ ସୁସ୍ଥ ହୋଇଶନିବାର ସଂଧ।ରେ ଘରକୁ ଫେରିଛନ୍ତି। ଫଳରେ ଜିଲ୍ଲାପାଳ ଡା।ବୃନ୍ଦାଡିଙ୍କ ସମେତ ଚିକିତ୍ସା କରୁଥିବା ଡାକ୍ତର ସ୍ୱାସ୍ଥ୍ୟକର୍ମୀ, ଓ ସେଇ ସେବୀମାନେ ଖୁସି ବ୍ୟକ୍ତ […]

କର୍ମଚାରୀ ନାହିଁ।ନ୍ତି ମୁକୁଳା ପଡିଛି ବ୍ରାହ୍ମଣପାଦ ,କରୋନା ଟେଷ୍ଟିଙ୍ଗ ସେଣ୍ଟର,

ଫୁଲବାଣୀ-( ସୁନୀଲ ପଟ୍ଟନାୟକ), ଫାର୍ମାସିଷ୍ଟ, ଡାକ୍ତର କି କର୍ମଚାରି କେହି ବି ନାହାଁନ୍ତି, ମୁକୁଳାପଡିଛି କରୋ ନା ଟେଷ୍ଟିଙ୍ଗ ସେଣ୍ଟର। ଦାୟୀତ୍ଵହୀନ ଭାବରେ ସବୁ ଖୋଲା ମେଲା ଛାଡିଦେଇ ସମସ୍ତ କର୍ମଚାରୀ ପଳାଇ ଥିବା ଦେଖିବାକୁ ମିଳିଛି । ଭିତରେ କରୋନା ଟେଷ୍ଟିଙ୍ଗ ସଂପର୍କିତ ଜରୁରୀ କାଗଜପତ୍ର ଠୁ ଆରମ୍ଭ କରି ମାସ୍କ ସାନିଟାଇଜର,ମୁଲ୍ୟବାନ କିଟ ଆଦି ରହିଥିବା ଦେଖିବାକୁ ମିଳିଛି । କେହି ଜଣେ ଚାହିଲେ ବି ନେଇ ଯାଇ ପାରିବ। ଏଭଳି ଅଭାବନୀୟ ପରିସ୍ଥିତି […]

‘ନିଶ୍ୱାସ’ ହେଲାନି ନିଜର । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୪ଦିନରେ ୭୫ ସଂକ୍ରମିତଙ୍କ ମୃତ୍ୟୁ ସୂଚନା ।

ଦିଲ୍ଳୀ ଭଳି ଗୋଆରେ ଅମ୍ଳଜାନ ସଂକଟ । ସବୁଠାରୁ ଅଧିକ ମୁଣ୍ଡପିଛା ଆୟ ହିସାବରେ ଦେଶର ପ୍ରଥମ ରାଜ୍ୟ ଗୋଆରେ ଏବେ କରୋନା ଭୟଙ୍କର ରୂପ ଧାରଣ କରିଛି । ଲୋକ ସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟ ବହୁତ ଛୋଟ ହୋଇଥିଲେ ଦୈନିକ ସଂକ୍ରମଣ ବଢ଼ିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଅମ୍ଳଜାନ ଅଭାବ ସାଂଘାତିକ ହୋଇଛି । ଏପରିକି ଅମ୍ଳଜାନ ଅଭାବରୁ ଗୋଆର ମେଡିକାଲ କଲେଜରେ ୪ଦିନ ଭିତରେ ୭୫ ଲୋକଙ୍କ ଜୀବନ ଗଲାଣି […]

କୋଭିଡ୍ ଯୁଦ୍ଧରେ ଜିତିଲା କୁନି ଯୋଦ୍ଧା । ୨୫ ଦିନର ଶିଶୁ କରୋନାରେ ହୋଇଥିଲା ଆକ୍ରାନ୍ତ, ୧୦ ଦିନ ଭେଣ୍ଟିଲେଟରରେ ରହିବା ପରେ ହେଲେ ସଂପୂର୍ଣ୍ଣ ସୁସ୍ଥ ।

ଦ୍ୱିତୀୟ ଲହରରେ କରୋନା ସୁନାମି ଭଳି ମାଡି ଚାଲିଛି । ଏହି ଲହରରେ କୋଭିଡ୍ ଭାଇରସ୍ ପ୍ରଥମ ଲହର ତୁଳନାରେ ଅଧିକ ଭୟଙ୍କର ହୋଇଛି । ଗତ ଲହର ତୁଳନାରେ ଏଥର ଅଧିକ ସଂଖ୍ୟାରେ ଯୁବକ ଓ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଛି । ଏପରିକି ବହୁ ସଂଖ୍ୟାରେ ଯୁବକଙ୍କର ଜୀବନ ବି ନେଉଥିବା ଖବର ସାମନାକୁ ଆସିଛି । ଏଭଳି ସମୟରେ କରୋନାକୁ ହରାଇଛି କୁନି ଯୋଦ୍ଧା । କରୋନା ସଂକ୍ରମଣକୁ ନେଇ ଭୟ ଭିତରେ […]

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କଲା ଓଡ଼ିଶା ରାଜ୍ୟ ଔଷଧ ନିଗମ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଓଡ଼ିଶା ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛି । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । ଅନଲାଇନ୍ ବିଡ୍ ପାଇଁ ଶେଷ ତାରିଖ ହେଉଛି ମେ ୨୮ ଦିନ ୧୦ଟା । ୨୮ ତାରିଖ ଦିନ ୧୧ଟା ୩୦ରେ ଅନଲାଇନ୍ ବିଡ୍ ଖୋଲାଯିବ । ସେହିଦିନ ଅପରାହ୍ଣ ୫ଟାରେ […]

ଷ୍ଟେସନ ମୁଖ୍ୟ ଫାଟକ ଦେଇ ଫେରୁନାହାନ୍ତି ପ୍ରବାସୀ : ରାୟଗଡାରେ ଟ୍ରେନରୁ ଓହ୍ଲାଇ ଗଳାବାଟ ଦେଇ ଚାଲିଯାଉଛନ୍ତି ଘରକୁ

ଜିଲ୍ଲା ପ୍ରଶାସନ ପକ୍ଷରୁ ନା ହେଉଛି ଥର୍ମାଲ ସ୍କିନିଂ, ନା ରହୁଛି ଯାତ୍ରୀଙ୍କ ସଂପୂର୍ଣ୍ଣ ବିବରଣୀ କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଚିଂଛି । ଏଭଳି ସ୍ଥିତିରେ ରେଳ ବିଭାଗର ବେପରୁଆ ମନଭାବ ଯୋଗୁଁ ଟ୍ରେନ ଯୋଗେ ଫେରୁଥିବା ରାୟଗଡା ଜିଲ୍ଲାର ପ୍ରବାସୀ ଗଳାବାଟ ଦେଇ ଚାଲିଯାଉଛନ୍ତି । ପ୍ରବାସୀଙ୍କ ସମ୍ପୂର୍ଣ୍ଣ ବିବରଣି ଜିଲ୍ଲା ପ୍ରଶାସନ ପାଖରେ ରହୁନାହିଁ । ଫଳରେ ସଂକ୍ରମଣ ବଢିବାର ଆଶଙ୍କା କରି ଭୟଭିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ […]