ନଳକୂଅ ମରାମତିରେ ନରସିଂହପୁର ବ୍ଲକ ପ୍ରଶାସନ ବିଫଳ
ନରସିଂହପୁର -( ଉ ଲା ପ୍ର )ନରସିଂହପର ବ୍ଲକ ପ୍ରଶାସନ ତରଫରୁ ପଞ୍ଚାୟତ ଜରିଆରେ ପ୍ରତି ବର୍ଷ ପ୍ରାୟ କୋଟିଏ ଟଙ୍କା ର ନାଳକୂଳ ଯନ୍ତ୍ରାଂଶ କିଣାଯାଉଅଛି ।ବ୍ଲକ ତରଫରୁ ଦୁଇଟି ମୋବାଇଲ ଭ୍ୟାନ ଓ କର୍ମଚାରୀ ନିୟୋଜିତ ଅଛନ୍ତି । ଏହି କଥା ବୁଝିବା ପାଇଁ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଅବସ୍ଥାପିତ ଅଛନ୍ତି । ଏହି ବ୍ଲକ ର ସମସ୍ତ ନଳକୂପ ମରାମତି ଓ ରଙ୍ଗ କରିବା ପାଇଁ ପଇସା ର ବ୍ୟବସ୍ଥା ଅଛି […]