ଆଜିର ରାଶିଫଳ
ଅଦ୍ୟ ମଇ ମାସ ୧୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-କୃଷ୍ଣପକ୍ଷତିଥି-ଅମାବାସ୍ୟା ରାତ୍ରି ଘ୧୨/୪୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର-ଦ୍ଵିଜା ରାତ୍ରି ଘ ୧୨/୨୪ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର-ମେଷଯୋଗ- ଷୌଭାଗ୍ୟକରଣ-ଚତୁଷ୍ପଦସୌରମାସ- ମେଷ ୨୮ ଦିନ ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୩୮✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୪୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେମେଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଅମାବାସ୍ୟା ର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ।✧═════•❁❀❁•════**କାଳବେଳା -ଦିବା ଘ ୦୧/୨୭ ଗତେ ଘ୦୩/୦୨ ମଧ୍ୟେବାରବେଳା- ଦିବା ଘ ୦୬/୫୧ […]