ଆଜିର ରାଶିଫଳ

ଅଦ୍ୟ ମଇ ମାସ ୦୮ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-କୃଷ୍ଣପକ୍ଷତିଥି-ଦ୍ଵାଦଶୀ ଦିବା ଘ ୦୫/୩୩ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ ୦୩/୩୯ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର-ମୀନଯୋଗ-ବିସ୍କୁମ୍ଭକରଣ- ତୈତୀଳସୌରମାସ- ମେଷ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୫୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୦୮✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ୦୫/୩୩ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେଧନୁ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ୦୬/୫୨ ମଧ୍ୟେ ଓ ଘ ୦୪/୩୫ ଗତେ ଘ୦୬/୧୦ […]

ଚାରି ଚାରିଟା ପଞ୍ଚାୟତ ଦାୟିତ୍ଵରେ ଜଣେ ଜଣେ ଯନ୍ତ୍ରୀ, ଦୁର୍ନିତୀ ବେଶି,ଉନ୍ନୟନ ମୁଳକ କାର୍ଯ୍ୟ କମ

ଫୁଲବାଣୀ- (ସୁନୀଲ ପଟନାୟକ) ଯନ୍ତ୍ରୀ ଅଭାବ, ଫଳରେ ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି ପଞ୍ଚାୟତ ଦାୟୀତ୍ଵରେ ଜଣେ ଜଣେ ଯନ୍ତ୍ରୀ ଙ୍କୁ ଦାୟିତ୍ଵ । ସେ ପୁଣି ମହିଳା ଯନ୍ତ୍ରୀ। କାମ କିଭଳି ହେଉ ଥିବ ଏଥିରୁ ଜଣାପଡୁଛି ।ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକରୁ। ୧୪ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକରେ ୫ଜଣ ଯନ୍ତ୍ରୀ ଅଛନ୍ତି । ୨ଜଣ ମହିଳା ଯନ୍ତ୍ରୀ ଥିବାବେଳେ ୩ଜଣ ପୁରୁଷ ଯନ୍ତ୍ରୀ ଅଛନ୍ତି । ତେବେ […]

ପଦାମାଳ – ଗୋପାଳପୁର ସେତୁ ସାଧାରଣ ଲୋକଙ୍କ ରୋଜଗାରର ବାଟ ଫିଟାଇଛି।

ନରସିଂହପୁର (ଉଲାପ୍ର)ନରସିଂହପୁର ବ୍ଲକ ର ପଦାମାଳ – ଗୋପାଳପୁର ଗ୍ରାମ ବର୍ଷାଦିନେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଉଥିଲା। ଉଭୟ ଗ୍ରାମବାସୀ ଙ୍କ ଦୀର୍ଘ ଶହେ ବର୍ଷର ଦାବି ଆଜି ପୂରଣ ହୋଇପାରିଛି। ରାଜ୍ୟସରକାର ଙ୍କ ଗ୍ରାମ୍ଯଉନ୍ନୟନ ବିଭାଗ ଦୁଇ ଗ୍ରାମକୁ ଯୋଡ଼ିବା ପାଇଁ ଏକ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ସାରିବା ଫଳରେ ଗ୍ରାମବାସୀ ଙ୍କ ଯାତାୟତ ସୁଗମ ହେବା ସହ ଲୋକଙ୍କ ରୋଜଗାର ମଧ୍ୟ ବୃଦ୍ଧି ହୋଇଛି। ରାତିଅଧରେ ପଦାମାଳ ରୁ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, […]

ଦୁଇ ବାଇକ ମଧ୍ୟରେ ମୁହାଁମୁହି ଧକ୍କା :ଦୁଇ ଗୁରୁତର:ଦୁଇ ଆହତ

ବାଲିଗୁଡା,୦୭/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ପିଲତୋଟା ସାହି ବୁଲାଣିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଗୋଟିଏ ବାଇକରେ କୋଟଗଡର ରାଜୁ ମଲିକ, ରାହୁଲ ନାୟକ, ଓ ରାହୁଲ ବେହେରା କୋଟଗଡ ରୁ ମୁନିଗୁଡା କୁ ଯାଉଥିବା ବେଳେ ଅପର ପକ୍ଷରୁ […]

ଏନଏସୟୁଆଇ ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ

କନ୍ଧମାଳ,୦୭/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ)କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ଙ୍କୁ ମନୋନୀତ ହୋଇଥିବା ଜଣା ପଡ଼ିଛି।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନ ଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଷନ୍ ଲାଲ ଓଡ଼ିଶା ର ୨୭ ଟି ଜିଲ୍ଲା ର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି। ଅଂଶୁମାନ ଜିଲ୍ଲା ସଭାପତି […]

ଆଳୁ ପିଆଜରକଳାବଜାରୀ କୁ ରୋକିବା ପାଇଁ ଗୋଦାମ ଉପରେ ଚଢ଼ାଉ

ଫୁଲ ବାଣୀ- (ସୁନୀଲ ପଟନାୟକ) କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ମେ ୫ ରୁ୧୯ଯାଏ ୧୪ଦିନିଆ ଲକ ଡ଼ାଉନ ଘୋଷଣା କରିବା ଫଳରେ ଏହାର ସୁଯୋଗ ନେଇ କିଛି ମୁନାଫା ଖୋର ବ୍ୟବସାୟିମାନେ ନିତ୍ୟ ବ୍ୟବହାର୍ଯ୍ୟ,ଆଳୁ ଓ ପିଆଜ ଆଦିର ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହେବା ଫଳରେ ଶୁକ୍ରବାର ପୋଲିସ ପ୍ରଶାସନ ପକ୍ଷରୁ ସହର ର ବିଭିନ୍ନ ଆଳୁ ପିଆଜ ହୋଲସେଲ ଦୋକାନ, […]

ଲକ୍‌ଡାଉନ ବେଳେ ଥାନାକୁ ନ ଆସିବାକୁ DGPଙ୍କ ପରାମର୍ଶ । କୌଣସି ଆପତ୍ତି, ଅଭିଯୋଗ, ଏତଲା ଥିଲେ ଫୋନ୍‌ କରି ଜଣାନ୍ତୁ । ଥାନା କିମ୍ବା SP ଅଫିସକୁ ଫୋନ୍ କରି ଅଭିଯୋଗ ଜଣାନ୍ତୁ । ଫୋନ କଲେ ପୋଲିସ ଆପଣଙ୍କ ସମସ୍ୟାର ସମାଧାନ କରିବ

ଭୁବନେଶ୍ବର ଅନ୍ଧାରୁଆରେ ଭ୍ୟାକ୍ସିନ ଉତ୍ପାଦନ ୟୁନିଟ ନିର୍ମାଣ କାମ ଆରମ୍ଭ। ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ । ୨୦୨୨ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ନିର୍ମାଣ କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ । ଏହି ୟୁନିଟ୍ କୋରୋନା ଓ ମ୍ୟାଲେରିଆ ସମେତ ୧୦ ପ୍ରକାରର ଟିକା ଉତ୍ପାଦନ କରିବ

ଋଷିଆ ଟିକା ସ୍ପୁଟନିକ୍ ପ୍ରସ୍ତୁତ କଲା ନୂଆ ଟିକା । ନୂଆ ଟିକାର ନାମ ସ୍ପୁଟନିକ୍ ଲାଇଟ୍ସ୍ପୁଟନିକ୍ ଲାଇଟ୍ ମାତ୍ର ଗୋଟିଏ ଡୋଜ ନେବାକୁ ହେବ । ସ୍ପୁଟନିକ୍ ଲାଇଟ୍ ୮୦ ପ୍ରତିଶତ ପ୍ରଭାବଶାଳୀ । ଏବେ ୬୦ଟି ଦେଶରେ ଦିଆଯାଉଛି ସ୍ପୁଟନିକ୍-ଭି ଟିକା