ତିଗିରିଆ ଯମୁନାବନ୍ଧ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ
ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅଧିକାରୀ ଗୋପୀନାଥ ସୁଦର୍ଶନ ଯାଦବ ଙ୍କ ନିର୍ଦ୍ଦେଶ ଅନୁସାରେ ତିଗିରିଆ ସେକ୍ସନ ଅନ୍ତର୍ଗତ ଯମୁନା ବନ୍ଧ ଠାରେ ଆଠଗଡ଼ ବନାଞ୍ଚଳ ତରଫରୁ ଚଢାଉ କରାଯାଇ 70 ସିଫ୍ଟ ର ଆକାସିଆ ପଟା, ଗୋଟେ ଆମ୍ବ ଲଗ ଓ କରତ ଜବତ କରାଯାଇଛି,ଦୀର୍ଘଦିନ ହେଲା ତିଗିରିଆ ଅଂଚଳରେ ଏଭଳି ଚୋରା କାଠ ବ୍ୟବସାୟ ଚାଲୁ ରହିଥିଲା, ଆଠଗଡ ଡିଏଫଓ ଖବର ପାଇବା ପରେ ଆଠଗଡ ରେଞ୍ଜର ଆଇଶା ଅଖତାର ନିଶାଙ୍କୁ ଖବର ଦେବାପରେ ଏହି ଚଢାଉ […]