ରାଜ୍ଯସ୍ତରୀୟ ମୁଁଏଥାଇ ପ୍ରତିଯୋଗିତା – 2023 ରେ କନ୍ଧମାଳ ଖେଳାଳିଙ୍କ କୃତିତ୍ଵ
ଫୁଲବାଣୀ (ସୁନୀଲ ପଟନାୟକ )ଚଳିତ ମାସ ୧୩ ଏବ୍ଂ ୧୪ ତାରିଖ ଦିନ ରାୟଗଡା ସ୍ଥିତ ଜି.ସି.ଡି ମହାବିଦ୍ୟାଳୟ ଠାରେ ୧୧ ତମ ରାଜ୍ୟ ମୁଁଏଥାଇ ପ୍ରତିଯୋଗିତା – ୧୦୨୩ ଉଦ ଯାପିତ ହୋଇଛି | ଓଡିଶା ମୁଁଏଥାଇ ଇଉନିୟନ୍ ର ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ଵାରା ମାନ୍ୟତା ପ୍ରାପ୍ତ ଏହି ସଂସ୍ଥାରସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତିଙ୍କ ନେତୃତ୍ଵରେ ମୋଟ୍ ୧୮ ଟି ଜିଲାରୁ ୨୦୦ ଜଣ ପ୍ରତିଯୋଗିଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତା ସଫଳ ରୂପେ ସମ୍ପାଦିତ […]