୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଦେବାକୁ ଆପ୍ ର ଧାରଣା
ବରଗଡ: ଅପ୍ରିଲ ମାସ ରୁ ବିଜୁଳି ଦର 30 ପଇସା ବୃଦ୍ଧି ପ୍ରତିବାଦ ରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ରେ ସତ୍ୟାଗ୍ରହ ଆରମ୍ଭ କରିଛି । ଗତ ୭ ଏପ୍ରିଲ ରୁ ଅନଶନ ଓ ଧାରଣା ଦେଇଥିବା ଆମ୍ ଆଦମୀ ପାର୍ଟି ମୁଖ୍ୟତଃ ୩ଟି ଦାବୀ ରଖିଛି ଯଥା ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ପ୍ରତ୍ୟେକ ପରିବାର କୁ ଦେବା, ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକର ସିଏଜି ଅଡ଼ିଟ କରାଇବା ଓ ବର୍ଦ୍ଧିତ […]