କରେନା ର ଦ୍ଵିତୀୟ ଲହର ପାଇଁ ସାମ୍ବାଦିକ ଓ ପୋଲିସ ର ମିଳିତ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ -(ସୁନୀଲ ପଟନାୟକ )କରେନା ର ଦ୍ଵିତୀୟ ଲହର କୁ ଆଖିଆଗରେ ରଖି ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହର ରେ ପ୍ରେସ କ୍ଲବର ସଦସ୍ୟ ଓ ପୋଲିସ ତରଫରୁ ରୁମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରିବା ସହ ନିୟମିତ ମାକ୍ସ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରି ବା, ହାତ କୁ ବାରମ୍ବାର ସଫା ରଖିବା ନେଇ ଲୋକଙ୍କୁ ବୁଝାଇବା ସହ ସଚେତନ କରିଥିଲେ l କେତକ ଙ୍କ […]