କୋଭିଡ କଟକଣା ମଧ୍ୟରେ ଆଠଗଡ ଐତିହାସିକ ପଞ୍ଚୁଦୋଳ ଯାତ୍ରା ସମ୍ପନ୍ନ, ଯାତ୍ରାରେ ଯୋଗଦେଲେ ଦଶ ଗୋଟି ବିମାନ
ଆଠଗଡ(ଉଲାପ୍ର)ଆଠଗଡ ର ଐତିହାସିକ ପଞ୍ଚୁଦୋଳ ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି,କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଠଗଡ ପ୍ରଶାସନ ପଞ୍ଚୁଦୋଳ ଯାତ୍ରା କୁ ବନ୍ଦ ରଖିଥିବା ବେଳେ କେବଳ ପରମ୍ପରା ରକ୍ଷା ଅନୁଯାୟୀ ଆଠଗଡ ଗଡର ଆଠଗୋଟି ବିମାନ ସହିତ ଧବଳେଶ୍ବର ଓ ସରପେଶ୍ୱର ଙ୍କୁ ଅନୁମତି ମିଳିଥିଲା ଏହି ପଞ୍ଚୁଦୋଳ ଯାତ୍ରାକୁ,କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ପ୍ରଶାସନ ପଞ୍ଚୁଦୋଳ ଯାତ୍ରା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିବା ବେଳେ ବିମାନ […]