ବନପାଳ ପାଇଥିବା ତାଲିମର ସୁବିନିଯୋଗ କଲେ ବିଭାଗର ମର୍ଯ୍ୟାଦା ବଢିବ: ମୁଖ୍ୟ ବନ ସଂରକ୍ଷକ
ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବନପାଳ ପ୍ରଶିକ୍ଷଣ ତାଲିମ କେନ୍ଦ୍ରର ୪୯ତମ ବନପାଳ ତାଲିମ ପ୍ରଶିକ୍ଷଣରେ ମୁଖ୍ୟ ବନ ସଂରକ୍ଷକ ତାଲିମ ଓ ଉନ୍ନୟନ ବିଭାଗ ଆଇଏଫଏସ ଅକ୍ଷୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନପାଳମାନେ ନେଇଥିବା ତାଲିମର ସୁବିନିଯୋଗ କରି ପାରିଲେ ବିଭାଗର ମର୍ଯ୍ୟାଦା ବଢିବ ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ବନରକ୍ଷୀମାନେ ୫୦ ଓ ବନପାଳମାନେ ୧୦୦ ଗଛ ଅନ୍ତତଃ ଚିହ୍ନିବାର ଆବଶ୍ୟକତା ଅଛି ବୋଲି […]