ରାଣିବଣିଆ ଜଙ୍ଗଲରେ ଦନ୍ତାହାତୀର ମୃତୁ,ପନ୍ଦରଦିନ ତଳୁ ଦନ୍ତାହାତୀ ମରିଥିଲେ ମଧ୍ୟ ବନବିଭାଗ ଖବର ପାଇଲାନାହିଁ କେମିତି,କିଛି ରହସ୍ୟ ଲୁଚିଛି କି?
ଖୁଣ୍ଟୁଣି(ଉଲାପ୍ର)ସାରା ଦେଶରେ ହାତୀ ମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ର ଅନୁଦାନ ବନ ବିଭାଗ କୁ ଆସୁଥିବା ବେଳେ ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୮୪୦ ରୁ ଅଧିକ ହାତୀଙ୍କ ମୃତୁ ହୋଇଥିବା ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭା ରେ ପ୍ରକାଶ କରିଛନ୍ତି, କାମ୍ପା ଫଣ୍ଡ ଜରିଆରେ ହାତୀମାନଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଆସୁଥିବା ବେଳେ ତାହା କେତେ […]