କିଓସ୍କ ବ୍ୟାଙ୍କରେ ଟଙ୍କା ହଡ଼ପ ଅଭିଯୋଗ: ଯାଞ୍ଚ୍ ପରେ ବ୍ୟାଙ୍କ୍ ସିଲ୍ କଲା କୋଟଗଡ଼ ପୋଲିସ୍
ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଏସବିଆଇର କିଓସ୍କୋ ବ୍ୟାଙ୍କରେ ପୋଲିସ୍ ପକ୍ଷରୁ ଚଢ଼ାଉ । ବେଆଇନ୍ ଟଙ୍କା କାରବାର ଅଭିଯୋଗରେ ତାଲା ଭାଙ୍ଗି କମ୍ପୁଟର ସିଜ୍ କଲା କୋଟଗଡ଼ ପୋଲିସ | ସୂଚନା ପ୍ରକାରେ ଗତ ୧୨ତାରିଖରେ ପୃଥକ ପୃଥକ ଗ୍ରାମର ଦୁଇଜଣ ଲୋକ ମାର୍କଣ୍ଡ ନାୟକ ଓ ବିଜୟ ମଣ୍ଡଳମାଝୀ କୋଟଗଡ ଏସବିଆଇର ପଞ୍ଜିକୃତ କିଓସ୍କ ବ୍ୟାଙ୍କରେ ଟଙ୍କା ଉଠାଣ ବେଳେ ଟଙ୍କା ଜମା ଖାତାରୁ ଚଞ୍ଚକତା କରି ଦଶହଜାର ଟଙ୍କା […]