କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଅନୁମତି ଦାବୀ କଲା ଜିଲ୍ଲା ଦଣ୍ଡନାଚ ସମାଜ
ବାଲିଗୁଡା :(ଉଲାପ୍ର): କନ୍ଧମାଳ ଜାଗରଣ ମଞ୍ଚର ଜିଲ୍ଲା ଆବାହକ ପରେଶ ମହାପାତ୍ର ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ପାରମ୍ପରିକ ଦଣ୍ଡନାଚ କରିବା ନିମନ୍ତେ କନ୍ଧମାଳ ଜିଲ୍ଲାର ୧୨୮ଗୋଟି ଦଣ୍ଡନାଚ କମିଟି ସଭାପତି ସମ୍ପାଦକ , ଅଧିକାରୀ , ପାଟଭୁକ୍ତା , ପୂଜକ, ସଦସ୍ୟ କର୍ମକର୍ତ୍ତା ସହସ୍ରାଧିକ ସଂଖ୍ୟାରେ କନ୍ଧମାଳ ଜିଲାପାଳ କାର୍ଯ୍ୟାଳୟ ଫୁଲବାଣୀ ଠାରେ ଉପସ୍ଥିତି ରହି କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କର ଏବଂ ଜିଲ୍ଲା ରେ ସଂସ୍କୃତି ହତ୍ୟା […]