କୋଟଗଡ ଗୁଗୁରୁ ମହା ପଞ୍ଚାୟତରେ ନିମ୍ନ ମାନର କାର୍ଯ୍ୟଅଭିଯୋଗ,ତଦନ୍ତ ଦାବି

ଫୁଲବାଣୀ-(ସୁନୀଲ ପଟନାୟକ )-ସରକାର ଗ୍ରାମାଞ୍ଚଳର ଉନ୍ନତି ଉପରେ ଗୁରୁତ୍ଵ ଦେଇ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ତେବେ ଏ ସବୁ ଅର୍ଥ ର ସଦ ବିନିଯୋଗ କେତେକ ଦୁର୍ଗମପଞ୍ଚାୟତରେ ହେଉନ ଥିବା ଅଭିଯୋଗ ହେଉଛି ।କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକର ଗୁଗୁରୁ ମାହା ପଞ୍ଚାୟତ ରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ମା ଓ ଇଲାକ। ହୋ ଇ ଥିବା ଆଳକରି ଯନ୍ତ୍ରୀମାନେ ପଞ୍ଚାୟତକୁ […]

ବାଲିଗୁଡା:ମା’ ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ ପର୍ବ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିରେ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି l ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ l ପରମ୍ପରା ଅନୁଯାୟୀ କାନ୍ଦୁଲ […]

ଆବାସ ଯୋଜନା କାହାପାଇଁ ଭଙ୍ଗା କୁଡିଆରେ ବିଧବା ମା ସହ ନାବାଳିକା, ରାତି ରେ ପର ପିଣ୍ଡାରେ ଶୋଉଛନ୍ତି।

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)ସରକାର ଗରୀବ ଗୁରୁବା ଙ୍କ ପାଇଁ କାହିଁ କେତେ କଣ ଯୋଜନା କରିଛନ୍ତି। ଅର୍ଥ ଅନୁଦାନ ମଧ୍ୟ ଯୋଗାଇଦେଉଛନ୍ତି। ହେଲେ ଏସବୁ ଯୋଜନାର ସୁଫଳ ପାଉନାହଁ।ନ୍ତି ଲୋକେ ।ସରକାର ଗରୀବବାସହୀନଙ୍କ ପାଇଁ ମୋ କୁଡିଆ । ବିଜୁ ପକା ଘର, ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା ମାନ ପ୍ରଣଯନ କରିଛନ୍ତି । ହେଲେ ଏ ସବୁ ଯୋଜନ । ପ୍ରକୃତ ହୀତା ଧିକାରୀଙ୍କ ପ୍ରତି ସତେ ଯେପରି ଉପହାସ […]

ସାହୁକାରଙ୍କ ଶୋଷଣର ଶିକାର ଆଦିବାସୀ ମାନେ,ଶାଳ ମଞ୍ଜି ସଂଗ୍ରହକାରିଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି

ଫୁଲବାଣୀ- (ସୁନୀଲ ପଟନାୟକ)ଏବେ ଶାଳ ମଞ୍ଜି ସଂଗ୍ରହ ରୁତୁ।କି ପିଲା କି ବୁଢା ସମସ୍ତେ ଏବେ ଗାଁ ଗାଁରେ ଶାଳ ମଞ୍ଜି ସଂଗ୍ରହ କରିବାରେ ବ୍ୟସ୍ତ l କନ୍ଧମାଳ ଜିଲ୍ଲାରେ ମୋଟ ଜଙ୍ଗଲ ପରିମାଣର ଶତକଡା ୭୦ ପ୍ରତିଶତ କେବଳ ଶାଳ ଜଙ୍ଗଲ ରହିଛି । ଫଳରେ ଖରା ଦିନ ଆସିଲେ ଶାଳ ଗଛରେ ଶାଳ ମଞ୍ଜି ଆସିଥାଏ।ଶାଳଗଛରେ ମଞ୍ଜି ଗୁଡିକ ଶୁଖିବା ପରେ ପବନରେ ଆପେଆପେ ଝଡି ତଳେ ପଡିଥାଏ।ସେଗୁଡିକୁ ଜିଲ୍ଲ ର ଆଦିବାସୀ ପୁରୁଷ […]

କଂଗ୍ରେସ କରିବ ବରଗଡ଼ ରେ ଚାଷୀ ସମାବେଶ। ଯୋଗ ଦେବେ ଏ ଆଇ ସି ସି ସାଧାରଣ ସମ୍ପାଦକ ଚେଲା କୁମାର

। ବରଗଡ଼ : ବରଗଡ଼ ରେ କଂଗ୍ରେସ ଦଳ ଏକ ବଡ ଧରଣ ର ଚାଷୀ ସମାବେଶ ଆସନ୍ତା ମାର୍ଚ୍ଚ ୨୨ ତାରିଖ ରେ ଆୟୋଜନ କରିବା କୁ ଯାଉଛି।ଓଡ଼ିଶା ରେ ବିଶେଷ କରି ବରଗଡ଼ ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ର ପ୍ରତିବାଦ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ବଡ଼ ଧରଣ ର ଚାଷୀ ସମାବେଶ ଦଳ ଆୟୋଜନ କରିବ ବୋଲି ଆଜି […]

କେଦାରନାଥଙ୍କର ଧାମ ଦିବ୍ୟ ଦର୍ଶନ ରେ ନିଜକୁ ସାମିଲ କରନ୍ତୁ, ଦର୍ଶନ କରନ୍ତୁ ସନ୍ଧ୍ୟାରେ କିପରି ହୋଇଥିଲା ଏହି ଧାମ

ଉତ୍ତରାଖଣ୍ଡ କେଦାରନାଥ ଧାମ ରେ ସନ୍ଧ୍ୟା ସମୟର ଦୃଶ୍ୟ ଅତୀବ ମନୋରମ l ସନ୍ଧ୍ୟା ଆଗମନୀ କୁ ସ୍ୱାଗତ ଜଣାଇ ଗିରିରାଜ ହିମାଳୟ ର ହିମବକ୍ଷ ଅସ୍ତଗାମୀ ସୂର୍ଯ୍ୟ ଙ୍କର ସୁନେଲି ଆଭା ରେ ହୋଇଉଠେ ରୁଦ୍ର ସୁନ୍ଦର ସତେ ଯେପରି ଗିରିରାଜ ନନ୍ଦିନୀ କଲ୍ୟାଣ ସୁନ୍ଦରୀ ଙ୍କୁ ନିରାଜନା ନିମନ୍ତେ ପ୍ରସ୍ତୁତ l ନଭୋ ମଣ୍ଡଳ ରେ ତାରାଗଣ ମଣି ମୁକ୍ତା ପ୍ରବାଳ ବୈଡୁର୍ଯ୍ୟ ମର୍କତ ସମ୍ଭାର ରେ ସୁସଜ୍ଜିତ କୈଳାଶ ପତି ଓ ପାର୍ବତୀ […]

ଜିଲ୍ଲା ରେ ପଞ୍ଚାୟତ ସ୍ତରରେ କୋଭିଡ ଟୀକାକରଣ ଆରମ୍ଭ

ବରଗଡ଼(ଉଲାପ୍ର)ବରଗଡ ଜିଲ୍ଲା ରେ ଆଜି ପଞ୍ଚାୟତ ସ୍ତରୀୟ ବରିଷ୍ଠ ନଗରିକଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଉପାନ୍ତ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ଶୁଭାରମ୍ଭ ହୋଇଛି। ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସର ପଧାନ ଏବଂ ଭୁକ୍ତା ରୋଗୀ କଲ୍ୟାଣ ସମିତି ର ସଭ୍ୟ ସୋମନାଥ ବେହେରା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି କେନ୍ଦ୍ର ରେ ଦିନ କୁ ଶହେ ଜଣ ବରିଷ୍ଠ ନାଗରିକ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୭ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ଚତୁର୍ଥୀ ରାତ୍ର ଘ ୧୧/୫୬ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର-ଅଶ୍ଵିନୀ ଦିବା ଘ ୦୮/୩୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର – ମେଷଯୋଗ-ଇନ୍ଦ୍ରକରଣ- ବାଣିଜ୍ୟସୌରମାସ-ମୀନ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୮/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୯✧═════•❁❀❁•═════✧ଯୋଗିନୀ ନୈରୁତେ ରାତ୍ରି ଘ ୧୧/୫୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେମେଷ ରାଶି ର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୮/୫୪ ଗତେ ଘ୧୦/୨୫ ମଧ୍ୟେବାରବେଳା […]

ଗୁଣିଗାରେଡି ସନ୍ଦେହରେ ଘର ଭାଙ୍ଗିଦେଲେ

.. ଫୁଲବାଣୀ-( ସୁନୀଲ ପଟନାୟକ) ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଗ୍ରାମାଞ୍ଚଳର ର ଲୋକମାନଙ୍କ ମନରୁ ଗୁଣି ଗାରେଡି ଭଳି ଅନ୍ଧବିଶ୍ଵାସ ଦୁର ହୋଇନି ଏଯାଏ । ବ୍ୟାପକ ସଚେତନତାସତ୍ତ୍ୱେ ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ଗାଁ ଗଣ୍ଡା ରହିଛି ଯେଉଁଠି ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ଵାସ ରଖିଛନ୍ତି । ଫଳରେ ଏହାକୁ କେନ୍ଦ୍ରକରି ବିଭିନ୍ନ ସମୟରେ ଅଭାବନୀୟ ଘଟଣା ଘଟୁଛି। ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲାର […]

ବାଲିଗୁଡା:୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଲାଣ ଘଟଣାରେ ପୁଣି ଜଣେ କୋର୍ଟ ଚାଲାଣ :ଗିରଫ ସଂଖ୍ୟା ଦୁଇ ହେଲା

ବାଲିଗୁଡା,(ଉଲାପ୍ର): ଚଳିତ ମାସ ୧୨ ତାରିଖ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ମୋହନଗିରି ଅଞ୍ଚଳର ବପିତା ମାଝୀ ଧରାପଡ଼ିଥିଲା l ସେଥିରୁ ୧୦୩ କେଜି ୫୦୦ ଗ୍ରାମ ଗଂଜେଇ ଜବତ ହୋଇଥିଲା […]