କୁନି ପୁଅ କରୁଛି ଗୁହାରି,ବାବୁ ମୋ ଆଖି ଦୁଇଟାକୁ ଭଲ କରିଦିଅ
ଫୁଲବାଣୀ- (ସୁନୀଲ ପଟନାୟକ) ବାବୁ ମୋ ଆଖି ଦୁଇଟା କୁ ପ୍ଲିଜ ଭଲ କରି ଦିଅ.ମୁଁ ପାଠପଢିବି। ଅନ୍ୟ ପିଲାଙ୍କ ଭଳି ଖେଳିବି । ଏଭଳି କିଛି କହିକୁନି ପୁଅ କରୁଛି ଗୁହାରୀ ।କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରଠାରୁ ମାତ୍ର ୧୫ କିମି ଦୁର ଗୁମା ଗଡ଼ ଗ୍ରାମର ଲଡୁ କିଶୋର ମହାନ୍ତିଙ୍କ ମଝିଆ ପୁଅ ୮ ମ ଶ୍ରେଣୀ ଛାତ୍ର ସିଦ୍ଧାନ୍ତ ପ୍ରସାଦ ମହାନ୍ତି ।ଗୁମାଗଡ଼ରେ ପରିବାର ଧରି ରୁହନ୍ତି ଲଡୁ କିଶୋର, ।ଲଡୁ କିଶୋରଙ୍କ […]