କନ୍ଧମାଳର ପ୍ରଥମ ଓଡ଼ିଆ ଚଳଚିତ୍ର “ପ୍ରୀତି ବନ୍ଧନ’ ଚଳିତ ମାସ ୨୫ ତାରିଖରେ ମୁକ୍ତିଲାଭ କରିବ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ରେ ଖୁସିର ଲହରୀ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଗାଁର ଜଣାଶୁଣା ସମାଜସେବୀ, ଚଳଚ୍ଚିତ୍ର ଅଭିନେତା ତଥା ପ୍ରଯୋଜକ ପ୍ରଶାନ୍ତ ନାଏକଙ୍କ ଦ୍ୱାରା ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରୀତି ବନ୍ଧନ’ ଚଳିତ ମାସ ୨୫ ତାରିଖ ଦିନ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। ତେବେ ନେକ୍ସଟଡୋର ଫିଲ୍ମ ବ୍ୟାନରରେ ଏହି ଚଳଚ୍ଚିତ୍ରର ସେନ୍ସର ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୫ରେ ମୁକ୍ତିଲାଭ କରିବ ବୋଲି […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































