କନ୍ଧମାଳ ଜିଲ୍ଲାରରାଇକିଆ ବେଲକଟି ଗାଁ ରେ ଅଭାବନୀୟ ଘଟଣା ସ୍କୁଲ ଗେଟ ଭୁଷୁଡି ଛାତ୍ରୀ ମୃତ, ଅନ୍ୟ ୨ଜଣ ଗୁରୁତର,
ଫୁଲ ବାଣୀ-( ସୁନୀଲ ପଟନାୟକ) ବୁଧବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନ ପେଟା ପାଙ୍ଗା ପଞ୍ଚାୟତ ଅଞ୍ଚଳ ରେ ଅଭାବନୀୟ ଘଟଣା ଘଟିଛି. । ପେଟ । ପାଙ୍ଗା ପଞ୍ଚାୟତର ବେଲକଟି ସ୍କୁଲ ଗେଟ ପାଖରେ ଖେଳୁଥିବା ବେଳେ ସ୍କୁଲ ଗେଟ ପିଲର ଭୁଷୁଡ଼ି ପଡ଼ିବା ଫଳରେ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।ମୃତକ ଜଣକ ହେଲେ ୨ୟ ଶ୍ରେଣୀ ଛାତ୍ରୀ ରିଶିକା ପ୍ରଧାନ ବୋଲି ଜଣାପଡିଛି। ଆହତ […]