କନ୍ଧମାଳ ମହୁଲ ଗୋଟାଳି କୁ ମିଳୁନି ଉପଯୁକ୍ତ ମୂଲ୍ୟ
ଫୁଲବାଣୀ-(ସୁନୀଲପଟନାୟକ)ମାର୍ଚ୍ଚ ମାସରଖରା ତାତିକୁ ଖାତିର ନକରି କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ପ୍ରତିଦିନ ସକାଳୁ ସକାଳୁ ବାହାରି ପଡୁଛନ୍ତି ମହୁଲ ସଂଗ୍ରହରେ । ହେଲେ ମହୁଲ ଫୁଲର ଦାମ ଚଳିତବର୍ଷ କମ ରହିଛି । ଫଳରେ ମହୁଲ ଗୋଟାଳିଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଏବେ ମହୁଲ ସଂଗ୍ରହ ରୁତୁ।ସାଧାରଣତଃ ଫେବୃୟାରି ଶେଷ ଓ ମାର୍ଚ୍ଚ ମାସ ଆରମ୍ଭରେ ମହୁଲ ଫୁଲ ଆସିଥାଏ। ଏଣୁ ଫୁଲବାଣୀ ସମେତ ସମ୍ ଗ୍ର କନ୍ଧମାଳ ଜିଲ୍ଲାର ହଜାର […]