ପଟ୍ଟା ଜମି ରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡା ଗର୍ଦ୍ଧି, ପୁଲିସ ନିରବ : ବରିଷ୍ଠ ନାଗରିକ ଚିନ୍ତା ରେ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ଠାରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ ଅସାମାଜିକ ବ୍ୟକ୍ତିମାନଙ୍କ ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଧି କରି ଜାଗା ଅକ୍ତିଆର ଘଟଣା ଏବେ ଏହି ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁରକ୍ଷା ପାଇଁ ପାଇଁ ପୁଲିସ ନିକଟରେ ଗୁହାରୀ କଲେବି କିଛି ସୁଫଳ ମିଳିନଥିବାରୁ ଉପଜିଲ୍ଲାପାଳ ଙ୍କ […]