କୋଟଗଡ଼ ବ୍ଲକରେ ବିଜେଡ଼ିର ମିଶ୍ରଣ ପର୍ବ: ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୪୦୦ରୁ ଉର୍ଦ୍ଧ୍ବ ଲୋକ ବିଜେଡିରେ ସାମିଲ
ବାଲିଗୁଡ଼ା:(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କୋଟଗଡ଼ ବ୍ଲକ୍ ରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଓରା ଗ୍ରାମପଞ୍ଚାୟତ ଓ କୋଟଗଡ଼ ଗ୍ରାମ ପଞ୍ଚାୟତର ଚାରି ଶହରୁ ଉର୍ଦ୍ଧ୍ବ ପରିବାର ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବର୍ଷବର୍ଷ ଧରି ବିଜେପି ଓ କଂଗ୍ରେସ ଦଳ ପାଇଁ କାମ କରିଆସୁଥିଲେ ମଧ୍ୟ ଦଳ ସେମାନଙ୍କୁ ଅଣଦେଖା କରିବା ସହ ଅଞ୍ଚଳର ବିକାଶ […]