☘️🙏🏻” ଗୀତା ଉପଦେଶ “🙏🏻☘️🌹
. ➡️”ତେଣୁ ତୁମ ଅଜ୍ଞତାରୁ ଜାତ ସଂଶୟକୁ ହୃଦୟସ୍ତ ଜ୍ଞନ ରୂପକ ଖଡ୍ଗଦ୍ୱାରା ଛିନ୍ନକରି ଯୋଗ ଆଶ୍ରୟକରି ହେ ଅର୍ଜୁନ ଏବେ ଉଠ |” ➡️”ଯୋଗ(ସମତା)ଦ୍ୱାରା ଯେ କର୍ମରୁ ସନ୍ୟାସ ବା ସମ୍ପର୍କ ଚିନ୍ନ କରିଛି , ଯେ ଜ୍ଞାନଲାଭକରି ସକଳ ସଂଶୟ ଛିନ୍ନ କରିପାରିଛି ଓ ଯେ ଆତ୍ମ ସ୍ୱରୂପ ପରାୟଣ ତାଙ୍କୁ କର୍ମ ବାନ୍ଧିପାରେନାହିଁ |” ➡️”ଯେଉଁମାନେ ଅଜ୍ଞ,ଅଶ୍ରଦ୍ଧ ଓ ଅବିଶ୍ୱାସୀ ସେମାନେ ନାଶଯାନ୍ତି ଓ ଇହଲୋକ ଓ ପରଲୋକରେ କେବେହେଲେ ସୁଖଶାନ୍ତି ମିଳେନାହିଁ […]