ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି: ଆତ୍ମନିର୍ଭର ହେବେ ଭିକ୍ଷୁକ
ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି । ଏଥିପାଇଁ ବିଏମସି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ଭିକ୍ଷାବୃତ୍ତି ଉପରେ କଟକଣା ଜାରି କରାଯିବା ସହ ସେମାନଙ୍କୁ ଥଇଥାନ କରାଯିବ । ପରେ ସେମାନଙ୍କ ଦକ୍ଷତାକୁ ଆଧାର କରି ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ପ୍ରଦାନ କରାଯିବ । ରାଜଧାନୀକୁ ଭିକାରୀମୁକ୍ତ କରିବା ନିଷ୍ପତି ଉପରେ ଲାଗିଛି ସରକାରୀ ମୋହର । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର […]