ସରକାରୀ ସହାୟତା ଲାଗି ଆଧାର ବାଧ୍ୟତାମୂଳକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୦୧୮ର ଆଧାର ସମ୍ପର୍କିତ ଏକ ରିଭ୍ୟୁ ପିଟିସନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଆଧାରକୁ ସାମ୍ବିଧାନିକ ଭାବେ ବୈଧ ଓ ସୁରକ୍ଷିତ ବୋଲି କହିଛନ୍ତି । ହେଲେ ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ୪ ଜଣ ପିଟିସନ ଖାରଜକୁ ସମର୍ଥନ କରିଥିବା ବେଳେ ଜଣେ ମାତ୍ର ବିଚାରପତି ଏହାର ବିରାେଧ କରିଛନ୍ତି । ଏଥିସହିତ ସେ ଏହାକୁ ‘ସାମ୍ବିଧାନିକ ତ୍ରୁଟି’ ବୋଲି ମଧ୍ୟ କହିବାକୁ ପଛାଇ ନାହାଁନ୍ତି। ଆସନ୍ତୁ ଜାଣିବା ଏସମ୍ପର୍କରେ କିଛି ତଥ୍ୟ… […]