ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ଦଳୀୟ ନେତୃବୃନ୍ଦଙ୍କ ସହ ମାରାଥନ ବୈଠକ
ଭୁବନେଶ୍ବର,(ଉଲାପ୍ର) ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆସାମ ପ୍ରଭାରୀ ହେବା ପରେ ଆଜି ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି। ସେଠାରେ ସେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆସାମ ସହ-ପ୍ରଭାରୀ ପବନ ଶର୍ମା ମଧ୍ୟ ଶ୍ରୀ ପଣ୍ଡାଙ୍କ ସହ ଗସ୍ତ କରିଛନ୍ତି। ଆଜି ଶ୍ରୀଯୁକ୍ତ ପଣ୍ଡା ଗୌହାଟୀରେ ପହଞ୍ଚିବା ପରେ ଆସାମ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ହେଂଗ୍ରାବାଡ଼ିସ୍ଥିତ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ […]