ବଡମ୍ବା ଓକିଲ ସଂଘ ନିର୍ବାଚନ, କୈଳାଶ ଜେନା ସଭାପତି, ଦିଲୀପ ସାମନ୍ତ ସମ୍ପାଦକ

ବଡମ୍ବା(ସୁଜିତ ପଟ୍ଟନାୟକ)ବଡମ୍ବା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି,କୋଭିଡ କଟକଣା ମଧ୍ୟରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଏଥିରେ ଓକିଲ ସଂଘର ସଭାପତି ଭାବେ ବରିଷ୍ଠ ଆଇନଜୀବୀ କୈଳାଶ ଚନ୍ଦ୍ର ଜେନା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି, ସମ୍ପାଦକ ଭାବେ ଦିଲୀପ କୁମାର ସାମନ୍ତ ନିର୍ବାଚିତ ହୋଇଛନ୍ତି,ସେହିପରି କୋଷାଧ୍ୟକ ଭାବେ ଚିତ୍ତରଞ୍ଜନ ଗୋଛି ନିର୍ବାଚିତ ହୋଇଥିବା ଜଣାପଡିଛି,

ଆଠଗଡ ଓକିଲ ସଙ୍ଘ ନିର୍ବାଚନ, ସତେନ ପଣ୍ଡା ସଭାପତି, ମନୋରଞ୍ଜନ ମହାନ୍ତି ସମ୍ପାଦକ

ଆଠଗଡ(ଉଲାପ୍ର)ଆଠଗଡ ଓକିଲ ସଂଘର ନିର୍ବାଚନ ଆଜି ଶେଷ ହୋଇଛି,ଏଥିରେ ସଭାପତି ଭାବେ ସତେନ ପଣ୍ଡା ୩୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ମନୋରଞ୍ଜନ ମହାନ୍ତି କଡା ପ୍ରତିଦ୍ବନ୍ଦିତା କରି ୫ ଖଣ୍ଡ ଭୋଟ ରେ ପ୍ରସାଦ ମାଝିକୁ ହରାଇ ଛନ୍ତି,ସତେନ ପଣ୍ଡାଙ୍କ ସହିତ ଅରୁଣ ମହାନ୍ତି ନିର୍ବାଚନ ଲଢ଼ୁଥିବା ବେଳେ ଶ୍ରୀ ପଣ୍ଡା ୭୮ ଖଣ୍ଡ ଭୋଟ ପାଇଥିବା ବେଳେ ଅରୁଣ ମହାନ୍ତି ୪୬ ଖଣ୍ଡ ଭୋଟ ପାଇଥିଲେ,ସେହିପରି ସମ୍ପାଦକ ପଦବୀ ପାଇଁ […]

ଆଠଗଡ ସମବାୟ ଋଣ ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ଡି, ପୁରନ୍ଦେଶ୍ୱରୀ

ଭୁବନେଶ୍ୱର(ଉଲାପ୍ର)ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଜାତୀୟ ସ୍ତରର ନେତ୍ରି ଆଠଗଡ ସମବାୟ ଋଣ ଦୁର୍ନୀତି ପ୍ରସଙ୍ଗ ଉଠାଇ ଚର୍ଚ୍ଚାକୁ ଆସିଛନ୍ତି,ଯେତେବେଳେ ଆଠଗଡ ରେ କୌଣସି ଗଣମାଧ୍ୟମ ପ୍ରତିନିଧିମାନେ ଏହି ସମବାୟ ଋଣ ଜାଲିଆତି ଘଟଣାକୁ ଲୋକ ଲୋଚନକୁ ଆଣିଲେ ନାହିଁ ସେଠି ଆଠଗଡ ରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଉଦୟ ଲାବଣ୍ୟ ଏହି ଘଟଣା କୁ ଲୋକଲୋଚନକୁ ଆଣିବା ପରେ ଏହା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହେବା ପରେ ସମବାୟ ବିଭାଗ ଘଟଣା […]

New logo

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୧୨ ତାରିଖ ୨୦୨୦ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-କୃଷ୍ଣପକ୍ଷତିଥି-ଦ୍ୱାଦଶୀ ଦିବା ଘ୦୭/୧୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଶୀ ନକ୍ଷତ୍ର-ସ୍ଵାତୀ ଦିବା ଘ୦୭/୧୯ ପର୍ଯ୍ୟନ୍ତ ତଦନ୍ତେ ବିଶାଖା ଚନ୍ଦ୍ର- ତୁଳା ରାତ୍ରି ଘ୧୧/୩୦ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ଅତିଗଣ୍ଡକରଣ-ତୈତିିଳସୌରମାସ – ବିଛା ୨୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୪/୩୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୫୯✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ୦୭/୧୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେବୃଷ,ସିଂହ, କନ୍ୟା ରାଶି ର ଘାତବାରତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା ଘ୦୭/୩୪ ମଧ୍ୟେ ଓ ଘ୦୩/୪୫ […]

ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ର ବୈଠକ

ବରଗଡ଼:- ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ରବି ଋତୁ ପାଇଁ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ର ବୈଠକ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଗଡ଼ ଜିଲ୍ଲା ରେ ରବି ଋତୁରେ ସମୁଦାୟ ୧୩୭୮୮୩ ହେକ୍ଟର ଚାଷ ଜମି ରେ ବିଭିନ୍ନ କିସମର ଚାଷ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ସେଥି ମଧ୍ୟରୁ ଜିଲ୍ଲା ରେ ଜଳ ସେଚିତ ୭୯୭୯୯ ହେକ୍ଟର ଚାଷ ଜମି ରୁ ୭୯୦୬୦ ହେକ୍ଟର […]

ମାରୁଗୋଠ ରାସ୍ତାରେ ଫାଇନାନ୍ସ ସଂସ୍ଥାର ଯୁବକକୁ ଗୁଳିକରି ଲକ୍ଷାଧିକ ଟଙ୍କା ଲୁଟିନେଲେ ତିନି ଦୁର୍ବୁତ୍ତ

ଆଠଗଡ(ଉଲାପ୍ର)ଆଠଗଡ ନରସିଂହପୁର ରାସ୍ତାର ମାରୁଗୋଠ ନିକଟରେ ଫାଇନାନ୍ସ କମ୍ପାନୀର ଯୁବକକୁ ଗୁଳିକରି ଦୁର୍ବୁତ୍ତ ମାନେ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା,ଯୁବକଙ୍କ ନାମ ଖିତ୍ତିସରଞ୍ଜନ ଭଞ୍ଜ,ସେ ମହିନ୍ଦ୍ର ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ,ମହିନ୍ଦ୍ରା ଫାଇନାନ୍ସ ରେ କାମ କରୁଥିବା ବେଳେ ସେ ସବୁଦିନ ଋଣ ନେଇଥିବା ଲୋକଙ୍କ ଠାରୁ କଲେକ୍ସନ ସାରି ଅନୁଗୁଳକୁ ବାଇକ ରେ ଫେରନ୍ତି,ଗୁରୁବାର ସନ୍ଧ୍ୟାରେ ନୂଆପଟଣା ରୁ କଲେକ୍ସନ ସାରି ଅନୁଗୁଳ ର ଏହି ଯୁବକ ଟଙ୍କା ନେଇ ଫେରୁଥିବା ବେଳେ ଜେନାପଦା ଠାରୁ ବାଇକ […]

Big breaking ମାରୁଗୋଠ ରାସ୍ତାରୁ ଫାଇନାନ୍ସ କମ୍ପାନୀ ଯୁବକକୁ ଗୁଳିକରି ଲୁଟିନେଲେ ଲକ୍ଷାଧିକ ଟଙ୍କା,ଯୁବକଙ୍କ ନାମ ଖିତ୍ତିସରଞ୍ଜନ ଭଞ୍ଜ,ମହିନ୍ଦ୍ରା ଫାଇନାନ୍ସ ରେ କାମ କରୁଥିବା ଅନୁଗୁଳ ର ଏହି ଯୁବକ ନୂଆପାଟଣା ରୁ ଟଙ୍କା ନେଇ ଫେରୁଥିବା ବେଳେ ଘଟିଛି ଘଟଣା,ଯୁବକଙ୍କ ଜଙ୍ଘରେ ବାଜିଛି ଗୁଳି,କେତେକ ଯୁବକଙ୍କ ସହଯୋଗ ରେ ଯୁବକକୁ ଆଠଗଡ ମେଡ଼ିକାଲ ରେ ଭର୍ତ୍ତି କରାଗଲା।

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର

👉କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି । ୩ଟି ଯାକ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି କଲେ ଚାଷୀ ସଂଗଠନ । ୩ ଯାକ ଆଇନ ରଦ୍ଦ ନହେବା ଯାଏ ଧାରଣା ଜାରି ରହିବ: ସଂଗଠନ ସରକାରଙ୍କ ୨୦ ପୃଷ୍ଠାର ଲିଖିତ ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ ସରକାରଙ୍କ ୯ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମିଳିତ କୃଷକ ସଂଗଠନର ନିଷ୍ପତ୍ତି […]