ସ୍ୱର ସମର୍ପଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ଓ ଯଜ୍ଞ ଆୟୋଜିତ
ପୁରୀ/ଭୁବନେଶ୍ଵର/ଜମ୍ମୁ/ନୂଆଦିଲ୍ଲୀ , ନୂଆଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସ୍ୱର ସମର୍ପଣ” ଦ୍ୱାରା ନିକଟରେ ପୁରୀ ଠାରେ ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହ ଉଦଘାଟିତ ହୋଇଯାଇଛି। କରୋନା ମହାମାରୀ ର ଭୟଙ୍କର ସଙ୍କଟରୁ ସମଗ୍ର ମାନବ ସମାଜକୁ ଉଦ୍ଧାର କରିବା ଏବଂ ପ୍ରତ୍ୟେକ ମଣିଷ କୁ ମାନସିକ ତଥା ଶାରୀରିକ ସୁସ୍ଥତା ,ସବଳତା ଓ ସୁରକ୍ଷା ପ୍ରଦାନ କରିବାର ଅଭିପ୍ରାୟ ନେଇ ମହାପ୍ରଭୁ ଙ୍କୁ ଆବାହନ କରିବା, ଏହି ଧାର୍ମିକ ଆସର […]