ବର୍ଷକୁ ଥରେ ଖୋଲୁଥିବା ଲୋଭୀ ଠାକୁରାଣୀଙ୍କ ଯାତ୍ରା ବନ୍ଦ, ନୀତିକାନ୍ତି ହେଲା ବିନାଭକ୍ତ ରେ, କାଁ ଭାଁ ଶିଶୁ ହେଲେ ମୁଣ୍ଡନ
ବିନ୍ଧାଣିମ(ଉଲାପ୍ର)କାହିଁ କେଉଁ କାଳରୁ ବିଶ୍ୱାସ ରହିଛି ତିଗିରିଆ ବ୍ଲକ ବିନ୍ଧାଣିମା ଲୋଭୀ ଠାକୁରାଣୀଙ୍କ ପାଖରେ ମାନସିକ କଲେ ଅପୁତ୍ରିକ ନାରୀ ସନ୍ତାନ ଲାଭ କରି ଥାଏ।ଅପୁତ୍ରିକ ନାରୀ ସନ୍ତାନ ସନ୍ତତି ଲାଭ କଲେ ମା ଙ୍କ ପାଖରେ ପ୍ରଥମ ଶିଶୁର ମୁଣ୍ଡନ କରିଥାନ୍ତି,ସେଥିପାଇଁ ବର୍ଷକୁ ଥରେ ଖୋଲୁ ଥିବା ଏହି ଲୋଭି ଠାକୁରାଣି ଙ୍କ ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ,ରାତି ଗୋଟାଏ ରୁ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ […]