ଆଜିର ରାଶିଫଳ
ଅଦ୍ୟ ନଭେମ୍ବର ୨୧ ତାରିଖ ୨୦୨୦ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି- ସପ୍ତମୀ ରାତ୍ରି ଘ୦୯/୨୪ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଶ୍ରବଣା ଦିବା ଘ୧୦/୧୦ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟା ଚନ୍ଦ୍ର- ମକର ରାତ୍ରି ଘ୧୦/୪୫ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ବୃଦ୍ଧିକରଣ-ଗରସୌରମାସ -ତୁଳା ବିଛା ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୩/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୫✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ରି ଘ ୦୯/୨୪ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେସିଂହ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶି ର ଘାତବାରସପ୍ତମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା […]