ହସ୍ପିଟାଲ ଭିତରେ ହେଉଛି ଚୋରି! କରୋନା ରୋଗୀଙ୍କୁ ବି ଛାଡିଲେନି, ମୃତ୍ୟୁ ହେବା ପରେ ଚୋରି କରିନେଲେ କାନଫୁଲ
ଭୁବନେଶ୍ୱର(ଉଲାପ୍ର)କରୋନା ମୃତକଙ୍କୁ ବି ଛାଡିଲେନି । ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ୭୫ ବର୍ଷର ମହିଳାଙ୍କ ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମହିଳା ଜଣକ କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ । ହେଲେ ପରିବାର ଲୋକ ମହିଳାଙ୍କ କାନଫୁଲ ନଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଏମ୍ସର ଅଧୀକ୍ଷକଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କପିଳପ୍ରସାଦ […]