ଆଠଗଡ ସମବାୟ ନିବନ୍ଧକ ଅଫିସ ଆଗରେ ଚାଷୀଙ୍କ ଋଣ display କରିବାକୁ ଚାଷୀଙ୍କ ଦାବିପତ୍ର ପ୍ରଦାନ

ଆଠଗଡ(ଉଲାପ୍ର)-ରାଜ୍ୟ ସମବାୟ ବିଭଗରେ ବ୍ୟାପକ ଦୃନୀତି ଓ ଋଣ ଜାଲିଆତି କୁ ନେଇ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ଯୁବ ସଙ୍ଗଠକ ଅଭୟ କୁମାର ବାରିକ ଙ୍କ ଦୀର୍ଘଦିନ ର ପ୍ରୟାସ ପରେ କଟକ ଜିଲ୍ଲା ସମବାୟ ବିଭାଗର DRCS କଟକ ଜିଲ୍ଲାର ସମସ୍ତ ARCS ମାନଙ୍କୁ ଏକ ଚିଠି କରିଛନ୍ତି ଋଣ ର ପରିମାଣ DISPLAY କରିବାକୁ।କିନ୍ତୁ ଋଣ ପରିମାଣ DISPLAY ନ ହେବାରୁ ଆଜି ବାଧ୍ୟ ହୋଇ ଯୁବ ସଙ୍ଗଠକ ଅଭୟ […]

ବିଚିତ୍ରାନନ୍ଦ ମୁଦୁଲିଙ୍କ ଏକାଦସାହରେ ଭାଗିରଥି ସାଗର ଠାରେ ତିଳ ତର୍ପଣ

ଆଠଗଡ(ଉଲାପ୍ର)ଆଠଗଡ ର ବରିଷ୍ଠ କଂଗ୍ରେସ ନେତା ବିଚିତ୍ରା ନନ୍ଦ ମୁଦୁଲିଙ୍କ ଏକାଦସାହ ଅବସରରେ ପିସିସି ସଭ୍ୟ ଅକ୍ଷୟ କୁମାର ତୁଙ୍ଗ ସାମନ୍ତ ଙ୍କ ନେତୃତ୍ୱରେ ସ୍ଥାନୀୟ ଭାଗିରଥି ସାଗର ଠାରେ କଂଗ୍ରେସ କର୍ମୀ ମାନେ ତିଳ ତର୍ପଣ କରିଛନ୍ତି,ଏହି ତିଳ ତର୍ପଣ ରେ କଂଗ୍ରେସ ନେତା କିରଣ ବିହାରୀ ଖଟୁଆ,ପ୍ରମୋଦ କିଶୋର ଧଳ,ସର୍ବେଶ୍ୱର ପଣ୍ଡା,ମାନସ ରଞ୍ଜନ ପଟ୍ଟନାୟକ, ଭାଗିରଥି ସାହୁ,ଝରିଆ ନାୟକ,କିଶୋର ସାମନ୍ତରାୟ,ଝୁଲଣ ଭକ୍ତା,ମହେଶ ଦାସଙ୍କ ସହିତ ୫୦ରୁ ଅଧିକ କଂଗ୍ରେସ କର୍ମୀମାନେ ସାମାଜିକ ଦୂରତା ରଖି […]

ଆଜିର ରାଶିଫଳ

~~~~~*ଅଦ୍ୟ ସେପ୍ଟେମ୍ବର ୨୪ ତାରିଖ ୨୦୨୦ମସିହା(ଗୁରୁବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି- ଅଷ୍ଟମୀ ରାତ୍ରି ଘ୦୭/୧୪ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ମୂଳା ଦିବା ଘ ୦୭/୦୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷ।ଢାଚନ୍ଦ୍ର- ଧନୁଯୋଗ-ସୌଭାଗ୍ୟକରଣ-ବବସୌରମାସ -କନ୍ୟା ୦୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୦/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୩୯ ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୭/୧୪ ଗତେ ପୂର୍ବେତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ଅଷ୍ଟମୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ […]

ଅଦ୍ୟ ସେପ୍ଟେମ୍ବର ୨୩ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ସପ୍ତମୀ ରାତ୍ରି ଘ୦୮/୨୦ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ ୦୭/୨୧ ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର-ବିଛାରାତ୍ରି ଘ ୦୭/୨୧ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ଆୟୁଷ୍ମାନକରଣ-ଗରସୌରମାସ -କନ୍ୟା ୦୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୦/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୨୯ ଯୋଗିନୀ ବାୟବ୍ୟେ ରାତ୍ରି ଘ୦୮/୨୧ ଗତେ ଐଶାନ୍ୟେ କର୍କଟ ରାଶିର ଘାତବାର ଅଦ୍ୟ ସପ୍ତମୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା -ଦିବା ଘ୦୮/୪୧ଗତେ […]

ଭିନ୍ନକ୍ଷମ ଙ୍କ ଉଦାହରଣ ଶୁଭମ ଫେସନ

ବେଳେବେଳେ ମଣିଷ କୁ ଏମିତି ଅନୁଭବ ହୁଅ ସମାଜ ରେ ଏମିତି କିଛି ଭିନକ୍ଷମ ବ୍ୟକ୍ତି ଯୋଉଠି ପ୍ରଶାସନର ଆଢୁଆଲ ରେ ରହିଯାନ୍ତି,ସେମାନଙ୍କ ପାଇଁ ଟିକେ ସହଯୋଗର ହାତ ବଢ଼େଇବା ପାଇଁ କଟକ ଜିଲା ବାଙ୍କିର ସୁଭମ ଫେସନ ମାଲିକ ମନୋଜ କୁମାର ସାହୁ ଆଗେଇ ଆସି କିଛି ନିଆରା କାର୍ଯ୍ୟ କରି ଦେଖାଇଛନ୍ତି,ଏହି ଭିନକ୍ଷମ ବ୍ୟକ୍ତିଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ମନୋଜ ସାହୁ ନିଜ ଗ୍ରାମର ଭିନକ୍ଷମ ବ୍ୟକ୍ତି ତ୍ରିଲୋଚନ ସାହୁଙ୍କ ସହଯୋଗ […]

ବରଗଡ଼ ଜିଲା ରାଇଶୋଭା ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼: ବରଗଡ଼ ଜିଲ୍ଲା ରାଇଶୋଭା ଗ୍ରାମ ଠାରେ ଏକ ରକ୍ତଦାନ ଶିବିର କୁ ରାଜ୍ୟ ସରକାର ଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଇଶୋଭା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ର ଅନ୍ୟତମ ରକ୍ତ ସଂଗ୍ରହ ଅଭିଯାନ ର ସ୍ବେଚ୍ଛାସେବୀ ସଂଗଠନ ସଙ୍କଳ୍ପ ପରିବାର ଏବଂ ରାଇଶୋଭା ଗ୍ରାମ ର ଆଜାଦ୍ ହିନ୍ଦ୍ କ୍ଳବ୍ ଆୟୋଜନ କରିଥିଲେ। ବିଶ୍ବ ମହିମାରୀ […]

ଭିନକ୍ଷମ ପାଇଁ ସହଯୋଗର ହାତ ବଢ଼ାଇଲେ ସୁଭମ ଫେସନ

ବାଙ୍କି(ଉଲାପ୍ର)ବେଳେବେଳେ ମଣିଷ କୁ ଏମିତି ଅନୁଭବ ହୁଅ ସମାଜ ରେ ଏମିତି କିଛି ଭିନକ୍ଷମ ବ୍ୟକ୍ତି ଯୋଉଠି ପ୍ରଶାସନର ଆଢୁଆଲ ରେ ରହିଯାନ୍ତି,ସେମାନଙ୍କ ପାଇଁ ଟିକେ ସହଯୋଗର ହାତ ବଢ଼େଇବା ପାଇଁ କଟକ ଜିଲା ବାଙ୍କିର ସୁଭମ ଫେସନ ମାଲିକ ମନୋଜ କୁମାର ସାହୁ ଆଗେଇ ଆସି କିଛି ନିଆରା କାର୍ଯ୍ୟ କରି ଦେଖାଇଛନ୍ତି,ଏହି ଭିନକ୍ଷମ ବ୍ୟକ୍ତିଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ମନୋଜ ସାହୁ ନିଜ ଗ୍ରାମର ଭିନକ୍ଷମ ବ୍ୟକ୍ତି ତ୍ରିଲୋଚନ ସାହୁଙ୍କ ସହଯୋଗ […]

ବିଚିତ୍ରାନନ୍ଦ ମୁଦୁଲି ଙ୍କ ପାଇଁ ତିଗିରିଆ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ତିଗିରିଆ(ଉଲାପ୍ର)ତିଗିରିଆ ଶଂକର୍ଷଣ ମହାଦେବଙ୍କ ମନ୍ଦିରରେ ତିଗିରିଆ ଵ୍ଲକକଂଗ୍ରେସ ତରଫରୁ ସ୍ବର୍ଗତଃ ଵିଚିତ୍ରାନନ୍ଦମୁଦୁଲି ଉଦ୍ଦେଶ୍ୟ ରେ ଶ୍ରଧାଂଜଳି ସଭ ଅନୁଷ୍ଠିତ ହୋଇଥିଲା।ଅଚଳକୋଟ ସରପଞ୍ଚ ଗୌରହରିପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଧାଂଜଳି ସଭାରେ ସର୍ଵଶ୍ରୀ ଗୀରିଜାଭୂଷଣ ପଟ୍ଟନାୟକ, ସରୋଜ ଦାସ,ମେହେଵୁଵ ଅହମ୍ମଦଖାଁ,ଜିତେନ୍ଦ୍ରମାଝି,ମାନସମଲ୍ଲିକ,ମନୋରଂଜନ ଦାସ ଓ ରଂକନିଧିବେହେରା ପ୍ରମୁଖ କଂଗ୍ରେସ ନେତା ମାନେ ସ୍ବର୍ଗତଃ ମୁଦୁଲିଙ୍କର ଗୁଣଗାନ କରିବାସହ ସେ କଟକ ଗ୍ରାମ୍ୟ ଉନ୍ନୟନ ଵିଭାଗର ନୀର୍ଵାହିଯନ୍ତ୍ରି,ଅଧିକ୍ଷଣଯନ୍ତ୍ରି ଓ ରାଜ୍ୟରମୂଖ୍ୟ ଯନ୍ତ୍ରୀ ଥିବା ସମୟରେ ତିଗିରିଆ ବ୍ଲକର ବିଭିନ୍ନ ଵିଦ୍ୟାଳୟ ଓ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ୨୧ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ପଞ୍ଚମୀ ରାତ୍ରି ଘ୧୨/୧୦ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ବିଶାଖା ରାତ୍ରି ଘ ୦୯/୫୧ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାଚନ୍ଦ୍ର-ତୁଳା ଦିବା ଘ୦୪/୨୦ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ବୈଧୃତିକରଣ-ବବସୌରମାସ -କନ୍ୟା ୦୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୦/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୨୯ ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨/୧୦ ଗତେ ପଶ୍ଚିମରେ ମିଥୁନ ରାଶିର ଘାତବାର ଅଦ୍ୟ ପଞ୍ଚମୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା -ଦିବା ଘ୦୭/୧୯ଗତେ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ୨୦ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ତୃତୀୟା ପ୍ରାତଃ ଘ୦୬/୦୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ସ୍ଵାତୀ ରାତ୍ରି ଘ ୧୧/୫୮ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର-ତୁଳାଯୋଗ-ଇନ୍ଦ୍ରକରଣ-ଗରସୌରମାସ -କନ୍ୟା ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୦/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୫୯ ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ୦୬/୦୮ ଗତେ ନୈରୁତେ ମେଷ ରାଶିର ଘାତବାର ଅଦ୍ୟ ଚତୁର୍ଥୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା ଓ ବାରବେଳା- ଦିବା ଘ୧୦/୩୨ଗତେ ଘ୦୧/୧୧ ମଧ୍ୟେ ବିଶୁଦ୍ଧ […]