ବଡମ୍ବା ବିଧାୟକ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ଘରେ ସିବିଆଇ ରେଡ଼
ଭୁବନେଶ୍ୱର(ଉଲାପ୍ର)ବଡମ୍ବାର ବିଧାୟକ ପୂର୍ବତନ ମନ୍ତ୍ରୀ,ବିଜେଡି ଉପସଭାପତି ଟାଣୁଆ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସାତବର୍ଷ ପରେ ପଶିଛି ସିବିଆଇ,ତାହା ପୁଣି କରୋନା ସମୟରେ,ଆଉ ଦେବୀ ପ୍ରସାଦ ମିଶ୍ର ନିଜେ ପଜିଟିଭ ଥିବା ବେଳେ ସେ ଆଇସୋଲୋସନରେ ଥିବାବେଳେ ସିବିଆଇ ଘରେ ପଶି ତନା ଘନା କରିଛି ଦେବୀ ମିଶ୍ରଙ୍କୁ,ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ଘଟଣାରେ ତାଙ୍କୁ କିଛି ପ୍ରଶ୍ନ ପଚାରିଥିବାରଅନୁମାନ କରାଯାଉ ଥିବା ବେଳେ ଦେବୀ ମିଶ୍ର ନିଜେ ସାମ୍ବାଦିକ ମାନଙ୍କ […]