ଆଠଗଡ କନ୍ଦରପୁର ପଞ୍ଚାୟତ ରେ ପାଇଖାନା ଖାଇଗଲେ କୁଜି ଠିକାଦାର
ଆଠଗଡ(ଉଲାପ୍ର)ଏ ରାଜ୍ୟରେ ସବୁ ଖାଇଗଲେ,କଣ ଖାଇଗଲେ,ଖାଦ୍ୟ ନୁହେଁ ପାଇଖାନା,ଏ କଳିଯୁଗରେ ପାଇଖାନା ଯୋଉଠି ମଳ ତ୍ୟାଗ କରିବା କଥା ତାକୁ ଖାଇବାକୁ ପଛାଉ ନାହାନ୍ତି ଠିକାଦାର ମାନେ,ଏ ଘଟଣା ଘଟିଛି ଆଠଗଡ ବ୍ଲକ କନ୍ଦରପୁର ପଞ୍ଚାୟତ ରେ,ପଞ୍ଚାୟତ ର କନ୍ଦରପୁର ଓ ନଣ୍ଡାଇଲୋ ମୌଜା ରେ ଗତ କିଛିମାସ ହେବ ଚଉଦ ଘରିଆର ଜଣେ ପାଇଖାନା ଠିକାଦାର ୨୦ରୁ ଅଧିକ ପାଇଖାନା କରି ଟଙ୍କା ଖାଇ ଯାଇଛି,ଆଉ ଏହି ସବୁ ପାଇଖାନା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି […]