ଆଜିର ରାଶିଫଳ୫ ଜୁଲାଇ ୨୦୨୦ ମେଷ🌹👉:-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। *ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା […]
ନରସିଂହପୁର(ଉଲାପ୍ର) ଅଲ ଓଡିଶା ଟେଲର ଆସୋସିଏସନ ତରଫରୁ ନରସିଂହପୁର ଠାରେ ସମ୍ପାଦକ କୃଷ୍ଣଚନ୍ଦ୍ର ବିନ୍ଧାଣୀରତ୍ନ ଙ୍କ ଆବାହକତ୍ବରେ ବ୍ଲକ ଚେୟାରମ୍ଯାନ କିଶୋର୍ ମିଶ୍ର, ସରପଞ୍ଚ ପ୍ରଭାକର ମିଶ୍ର, ପୁଲିସ ଏସ୍. ଆଇ ସମ୍ବିତ୍ ବେହେରା, ସାବିତ୍ରୀ ଦଲେଇ, ସସ୍ମିତା ମହାପାତ୍ର, ଭୂପେନ୍ କୁମାର ଦାସ, କାର୍ତ୍ତିକେଶ୍ଵର ନାଥ, ଦେବଦତ୍ତ ମଳୟ କୁମାର ବରାଳ, ତଥାଗତ ଶତପଥୀ ବିଶ୍ଵାଳ, ଅଜୟ କୁମାର ପଣ୍ଡା, ବୈକୁଣ୍ଠନାଥ ବିହାରୀ ନାୟକ, ବାସନ୍ତୀ ଦାସ, ମୋନାଲିସା ମଲିକ, ଆଇ. ଆଇ. ସି. ନରସିଂହପୁର […]
ଆଠଗଡ(ଉଲାପ୍ର)ଗୋଟିଏ ପଟେ କରୋନା ସହିତ ସମସ୍ତେ ଜୁଝୁଥିବା ବେଳେ ଅନ୍ୟ ପଟେ ଚାଷୀ ହାତ ବାନ୍ଧି ବସି ସାରିଲାଣି,ଏ ଦୃଶ୍ୟ ହେଉଛି ଆଠଗଡ ମୁଣ୍ଡଳି ରାସ୍ତାର ଛତାବର ଗ୍ରାମ ରାସ୍ତାକଡ ର ଦୃଶ୍ୟ,ଲକଡାଉନ,ସଟଡାଉନ ଜାରି ରହିଥିବା ବେଳେ ପରିବା ବେପାରୀ ଆଉ ଚାଷୀଙ୍କ ନିକଟକୁ ଆସୁନାହାନ୍ତି,ଯାହା ଫଳରେ ଚାଷୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା କଡରେ ଭୟଭୀତ ହୋଇ ପନି ପରିବା ବିକ୍ରି କରୁଛନ୍ତି, ଅନ୍ୟପଟେ ଚନ୍ଦକା ହାତୀପଲ ଙ୍କ ଦୌରାତ୍ମ ଯୋଗୁ ବିଲ […]
🌷💐🌹ଅଦ୍ୟ ଅଗଷ୍ଟ ୦୩ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ପୂର୍ଣ୍ଣିମା ରାତ୍ରି ଘ ୦୯/୦୩ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ପୂର୍ବାଷଢା ଦିବା ଘ ୦୭/୪୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣାଚନ୍ଦ୍ର-ମକରଯୋଗ-ପ୍ରିତିକରଣ-ବିଷ୍ଟିସୂର୍ଯ୍ୟ -କର୍କଟ ୧୯ ଦିନଅଦ୍ୟା ଗହ୍ମା ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୭/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୧୦ ଯୋଗିନୀ ବାୟବ୍ୟରେ ଓ ରାତ୍ରୀ ଘ୦୯/୦୪ ଗତେ ପୂର୍ବେ ସିଂହ ରାଶିର ଘାତଚନ୍ଦ୍ର ମିଥୁନ ରାଶି ର ଘାତବାର ଅଦ୍ୟ ପୂର୍ଣ୍ଣିମା ର ଏକୋଦିଷ୍ଠ ଓ […]
ଭୁବନେଶ୍ୱର(ଉଲାପ୍ର)ରାଜ୍ୟରେ ଆଉ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୬୨୯୭ ରେ ପହଞ୍ଚିଲା,ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୨୯୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା […]
ଆଠଗଡ(ଉଲାପ୍ର)କାର୍ତ୍ତିକ ମାସ ପରି ଶ୍ରାବଣ ମାସ ମଧ୍ୟ ହିନ୍ଦୁମାନଙ୍କର ଧର୍ମ ମାସ,ହେଲେ ଶ୍ରାବଣ ମାସରେ ସବୁକିଛି ବିଗାଡି ଦେଇଛି କରୋନା,ଆଉ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,ନାଁ ଭକ୍ତ ଆସିଛନ୍ତି ନାଁ ପୂଜକ ମାନେ କିଛି ରୋଜଗାର କରି ପାରିଛନ୍ତି,ତଥାପି ଗତ ପାଂଚମାସ ହେଲା ବଡ କଷ୍ଟ ସ୍ୱୀକାର କରି ବାବାଙ୍କ ପୀଠରେ ନୀତି କାନ୍ତିରେ କୌଣସି ହେଳା କରି ନାହାନ୍ତି ପୂଜକ ମାନେ,ବର୍ଷକ […]
🌷💐🌹🌹💐🌷ଅଦ୍ୟ ଅଗଷ୍ଟ ୦୩ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ପୂର୍ଣ୍ଣିମା ରାତ୍ରି ଘ ୦୯/୦୩ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ପୂର୍ବାଷଢା ଦିବା ଘ ୦୭/୪୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣାଚନ୍ଦ୍ର-ମକରଯୋଗ-ପ୍ରିତିକରଣ-ବିଷ୍ଟିସୂର୍ଯ୍ୟ -କର୍କଟ ୧୯ ଦିନଅଦ୍ୟା ଗହ୍ମା ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୭/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୧୦ ଯୋଗିନୀ ବାୟବ୍ୟରେ ଓ ରାତ୍ରୀ ଘ୦୯/୦୪ ଗତେ ପୂର୍ବେ ସିଂହ ରାଶିର ଘାତଚନ୍ଦ୍ର ମିଥୁନ ରାଶି ର ଘାତବାର ଅଦ୍ୟ ପୂର୍ଣ୍ଣିମା ର ଏକୋଦିଷ୍ଠ ଓ […]