ବଡମ୍ବା ଥାନାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ ଏସପି
ଆଠଗଡ,(ଉଲାପ୍ର) କଟକ ଜିଲାର ବଡମ୍ବା ବ୍ଲକ କରୋନାର ହବ ପାଲଟି ଥିଲା ବୋଲି ସବୁଆଡେ ଆଲୋଚନା ହେଉଥିଲା,ବଡମ୍ବା ଥାନାର ସମସ୍ତ ଷ୍ଟାଫ ଯୋଉ ମାନେକି କରୋନା ଯୋଦ୍ଧା ଭାବେ କାମ କରୁଥିଲେ ସେମାନେ କରୋନା ଯୋଦ୍ଧା ବାହାରିବା ପରେ ପୋଲିସ ପାଇଁ ଓ ସ୍ଥାନୀୟ ଜନସାଧାରଣ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥିଲା,ଏଥିରେ ବଡମ୍ବା ଥାନା ର ଆଇଆଇସି,ସମସ୍ତ ଷ୍ଟାଫ,ହୋମହାର୍ଡ,ଆଠଗଡ ଡିଏସପି,ପ୍ରମୁଖ ଓ ତାଙ୍କ ଡ୍ରାଇଭର ଓ ପରିବାର ଏଥିରେ ଆକ୍ରାନ୍ତ ହୋଇଥିଲେ,ସମସ୍ତେ ପଜିଟିଭ ହେବା […]